ନୂଆଦିଲ୍ଲୀ: ବଡ଼ ଚାକିରି, ମୋଟା ରକମର ଦରମା । ଘରୋଇ ଚାକିରି କଥା ଛାଡି ଦିଅନ୍ତୁ, ସରକାରୀ ଚାକିରିରେ କେଉଁ ପୋଷ୍ଟ ସବୁଠୁ ବଡ଼ ଆଉ କିଏ ଅଧିକ ଦରମା ପାଆନ୍ତି ଆପଣ ନିଶ୍ଚୟ ଭାବୁଥିବେ । ଦେଶରେ ସରପଞ୍ଚ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଏପିରିକି ରାଷ୍ଟ୍ରପତିଙ୍କୁ ମଧ୍ୟ ମିଳିଥାଏ ଦରମା। ହେଲେ କାହାକୁ କେତେ ଦରମା ମିଳେ ତାହା ଜାଣିବା ପାଇଁ ସମସ୍ତଙ୍କ ଅଗ୍ରହ ଥାଏ । ଏହି କ୍ରମରେ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କେତେ ଦରମା ମିଳିଥାଏ, କାହାକୁ ଅଧିକ ଆଉ କାହାକୁ କମ ମିଳେ ତାହା ଜାଣନ୍ତୁ।
ଜାଣନ୍ତୁ କେଉଁ ମୁଖ୍ୟମନ୍ତ୍ରୀଙ୍କ କେତେ ପାଆନ୍ତି ଦରମା... - ମୁଖ୍ୟମନ୍ତ୍ରୀଙ୍କ କେତେ ଦରମା
କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କେତେ ଦରମା ମିଳେ, କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅଧିକ ଆଉ କାହାକୁ କମ ମିଳେ ଜାଣନ୍ତୁ।
ଜାଣନ୍ତୁ କେଉଁ ମୁଖ୍ୟମନ୍ତ୍ରୀଙ୍କ କେତେ ପାଆନ୍ତି ଦରମା...
ଭିନ୍ନ ଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଭିନ୍ନ ଭିନ୍ନ ଦରମା ରହିଛି । ଓଡିଶା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦରମା କଥା ଆପଣ ନିଶ୍ଚିୟ ଭାବୁଥିବେ । ତେବେ ସବୁଠୁ ଅଧିକ ଦରମା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କର ରହିଛି।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଦରମା 4 ଲକ୍ଷ 10 ହଜାର ଟଙ୍କା ରହିଛି। ସେହିପରି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଦରମା ରହିଛି 1 ଲକ୍ଷ 60 ହଜାର । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବେତନ ହେଉଛି 3 ଲକ୍ଷ 90 ହଜାର।
Last Updated : Sep 19, 2019, 11:42 PM IST