ପାଟନା: ଲୋକସଭା ନିର୍ବାଚନରେ ଦେଶର ଧନି ପ୍ରାର୍ଥୀଙ୍କ ମଧ୍ୟରୁ କେତେ ଜଣ ସଫଳତାର ସ୍ବାଦ ଚାଖିଥିବା ବେଳେ ଅନ୍ୟ କେତେ ଜଣଙ୍କ ଧନର ପ୍ରଭାବ ଜନସାଧାରଣଙ୍କ ଉପରେ ପଡିନାହିଁ ।
ସବୁଠୁ ଧନି ପ୍ରାର୍ଥୀଙ୍କ ସିକ୍ୟୁରିଟି ମନି ଜବତ - ଧନି
ନିର୍ବାଚନରେ ସବୁଠୁ ଧନି ପ୍ରାର୍ଥୀ ଥିବା ବିହାରର ରମେଶ କୁମାର ଶର୍ମାଙ୍କୁ ପରାଜୟର ସମ୍ନା କରିବାକୁ ପଡିଛି । ରମେଶଙ୍କୁ କେବଳ 1556 ଭୋଟ ମିଳିଥିବା ବେଳେ ତାଙ୍କର ସିକ୍ୟୁରିଟି ମନି ଜବତ ହୋଇଛି ।

ଫାଇଲ ଫଟୋ
ନିର୍ବାଚନରେ ସବୁଠୁ ଧନି ପ୍ରାର୍ଥୀ ଥିବା ବିହାରର ରମେଶ କୁମାର ଶର୍ମାଙ୍କୁ ପରାଜୟର ସମ୍ନା କରିବାକୁ ପଡିଛି । ରମେଶଙ୍କୁ କେବଳ 1556 ଭୋଟ ମିଳିଥିବା ବେଳେ ତାଙ୍କର ସିକ୍ୟୁରିଟି ମନି ଜବତ ହୋଇଛି ।
ରମେଶ ପ୍ରାର୍ଥୀ ପତ୍ର ଦାଖଲ ସମୟରେ ତାଙ୍କ ପାଖରେ 1107 କୋଟି ଟଙ୍କା ଥିବା ଦର୍ଶାଇଥିଲେ । ରମେଶ ଜିତିଲେ ଯୁବକଙ୍କୁ ନିଯୁକ୍ତି ଦେବା ନେଇ ପ୍ରତିଶୃତି ଦେଇଥିଲେ ।