ଓଡିଶା

odisha

ETV Bharat / bharat

ବର୍ଷାରେ ବେହାଲ ହାଇଦ୍ରାବାଦ: ଭାସିଗଲେ ମଣିଷ, ଭାସିଲା ଗାଡି

ଲଗାଣ ବର୍ଷାରେ ଉବୁଟୁବୁ ତେଲାଙ୍ଗାନାର ହାଇଦ୍ରାବାଦ ସହର । କୃତ୍ରିମ ବନ୍ୟାରେ ଭାସିଗଲେ ମଣିଷ ଓ ଗାଡିମୋଟର । ଅଧିକ ପଢନ୍ତୁ

By

Published : Oct 14, 2020, 5:19 PM IST

ବର୍ଷାରେ ବେହାଲ ହାଇଦ୍ରାବାଦ, ଦେଖନ୍ତୁ ଛାତିଥରା ଦୃଶ୍ୟ
ବର୍ଷାରେ ବେହାଲ ହାଇଦ୍ରାବାଦ, ଦେଖନ୍ତୁ ଛାତିଥରା ଦୃଶ୍ୟ

ହାଇଦ୍ରାବାଦ: ରାସ୍ତାରେ ପାଣି, ଘରେ ପାଣି ..ପାଣିରେ ଉବୁଟୁବୁ ହାଇଦ୍ରାବାଦ । ଆନ୍ଧ୍ରପ୍ରଦେଶର କାକିନଡା ନିକଟରେ ଅବପାତର ରୂପ ନେଇ ଲଘୁଚାପ ଅତିକ୍ରମ କରିବା ପରେ ବେହାଲ ହୋଇପଡିଛି ତେଲାଙ୍ଗାନା । କେଉଁଠି ମଣିଷ ଭାସି ଯାଉଛି ତ କେଉଁଠି କାର । ପୁଣି ବନ୍ୟା ପାଣିରେ ଗୋଟିଏ ଉପରେ ଗୋଟିଏ କାର ଚଢି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବନ୍ୟା ପାଣି ରାସ୍ତା ଧୋଇ ନେଇଥିବାବେଳେ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି ।

ବର୍ଷାରେ ବେହାଲ ହାଇଦ୍ରାବାଦ, ଦେଖନ୍ତୁ ଛାତିଥରା ଦୃଶ୍ୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details