ଓଡିଶା

odisha

ETV Bharat / bharat

2021 କୁମ୍ଭମେଳା ପାଇଁ 375 କୋଟି ମଞ୍ଜୁର କଲା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ - 375 Crores Sanctioned for 2021 Mahakumbh

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ 2021ରେ ହେବାକୁ ହରିଦ୍ବାର କୁମ୍ଭମେଳା ପାଇଁ 375 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଅଧିକ ପଢନ୍ତୁ...

The Finance Ministry approves Rs 375 Crores for Mahakumbh in Uttarakhand's Haridwar in 2021.
2021 କୁମ୍ଭମେଳା ପାଇଁ 375 କୋଟି ମଞ୍ଜୁର କଲା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ

By

Published : Apr 4, 2020, 7:35 PM IST

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ 2021ରେ ହେବାକୁ ହରିଦ୍ବାର କୁମ୍ଭମେଳା ପାଇଁ 375 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ରାଶି ଉତ୍ତରାଖଣ୍ଡ ସରକାରଙ୍କ ପ୍ରସ୍ତାବ ବିରୋଧରେ କୁମ୍ବମେଳା ସ୍ବତନ୍ତ୍ର ସହାୟତା ଭାବରେ ଅନୁମୋଦିତ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

2021 ମସିହାରେ ହେବାକୁ ଥିବା ମହାକୁମ୍ଭ ମେଳାକୁ ରାଜ୍ୟ ସରକାର ଭବ୍ୟ ଓ ପ୍ରଦୂଷଣ ମୁକ୍ତ ଭାବରେ ଆୟୋଜିତ କରିବେ । ଏଥିପାଇଁ ସରକାର 1205 କୋଟି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମହାକୁମ୍ଭରେ ଭକ୍ତଙ୍କ ସୁବିଧା ପାଇଁ 450କୋଟିର ସ୍ଥାୟୀ କାର୍ଯ୍ୟ ଏବଂ ଅନେକ ଅସ୍ଥାୟୀ କାର୍ଯ୍ୟ କରାଯିବ ।

@ANI

ABOUT THE AUTHOR

...view details