ଫୁଲକୋବି ଦେବୀଙ୍କୁ କୋରୋନା ମୁକ୍ତ ପାଇଁ ପ୍ରାର୍ଥନା ! - ପରିବା ଚାଷୀଙ୍କ ସମସ୍ୟା
ଦେବୀଙ୍କୁ ପୂଜକମାନେ ଫୁଲକୋବିରେ ସଜାଇଛନ୍ତି । ଏହାସହ ଅନ୍ୟାନ୍ୟ ପରିବାରେ ମଧ୍ୟ ଦେବୀଙ୍କୁ ସଜାଯାଇଛି । ଅଧିକ ପଢନ୍ତୁ...
![ଫୁଲକୋବି ଦେବୀଙ୍କୁ କୋରୋନା ମୁକ୍ତ ପାଇଁ ପ୍ରାର୍ଥନା ! ଫୁଲକୋବି ଦେବୀଙ୍କୁ କୋରୋନା ମୁକ୍ତ ପାଇଁ ପ୍ରାର୍ଥନା !](https://etvbharatimages.akamaized.net/etvbharat/prod-images/768-512-8066341-193-8066341-1595005084056.jpg)
ଫୁଲକୋବି ଦେବୀଙ୍କୁ କୋରୋନା ମୁକ୍ତ ପାଇଁ ପ୍ରାର୍ଥନା !
ମାଣ୍ଡ୍ୟା(କର୍ଣ୍ଣାଟକ): ଆଷାଢ ମାସର ଶେଷ ଶୁକ୍ରବାର । ମାଣ୍ଡ୍ୟାର ଚାମୁଣ୍ଡେଶ୍ବରୀ ଦେବୀଙ୍କ ପୀଠରେ ଲାଗିଥାନ୍ତା ପ୍ରବଳ ଗହଳି । ଦେବୀଙ୍କ ପୂଜା ଦେଖିବାକୁ ଆସିଥାନ୍ତେ ଶହ ଶହ ଲୋକ । ହେଲେ ବିଗାଡିଦେଲା କୋରୋନା । ବଦଳିଗଲା ପରିସ୍ଥିତି । ପୁରା ଖାଁ ଖାଁ ପୀଠ ।
ଫୁଲକୋବି ଦେବୀଙ୍କୁ କୋରୋନା ମୁକ୍ତ ପାଇଁ ପ୍ରାର୍ଥନା !