ନୂଆଦିଲ୍ଲୀ: ଶାହୀନ୍ବାଗରେ ଖୁଲମ ଖୁଲା ଫାୟାରିଂ କରି ଗିରଫ ହୋଇଥିବା କପିଲ ଗୁଜ୍ଜର ମାମଲାରେ ନୂଆ ମୋଡ । ଆମ ଆଦମୀ ପାର୍ଟି(ଆପ୍) ସହ ତାଙ୍କର ଲିଙ୍କ ଥିବା ନେଇ ମିଳିଲା ସୂଚନା । ଆଜି କପିଲର କିଛି ଫଟୋ ତାର ଫୋନ ଯାଞ୍ଚ ସମୟରେ ମିଳିଛି ।
ଶାହୀନ୍ବାଗ ଓପନ ଫାୟାରିଂ: ଆପ ସହ ଅଭିଯୁକ୍ତ କପିଲ ଗୁଜ୍ଜରର ଲିଙ୍କ - ଆପ ସହ ଅଭିଯୁକ୍ତ କପିଲ ଗୁଜ୍ଜରର ଲିଙ୍କ
ଶାହୀନ୍ବାଗ ଓପନ ଫାୟାରିଂ ଘଟଣାରେ ନୂଆ ମୋଡ । ଆମ ଆଦମୀ ପାର୍ଟି(ଆପ) ସହ ଅଭିଯୁକ୍ତ କପିଲ ଗୁର୍ଜରର ଲିଙ୍କ ଥିବା ନେଇ ମିଳିଲା ଫଟୋ । ଅଧିକ ପଢନ୍ତୁ...
ଆପ ସହ ଅଭିଯୁକ୍ତ କପିଲ ଗୁଜ୍ଜରର ଲିଙ୍କ
ଏହି ସବୁ ଫଟୋ ବର୍ଷେ ତଳର ବୋଲି ଜଣାପଡିଛି । କପିଲ ତାଙ୍କ ପିତାଙ୍କ ସହ ଆପ୍ରେ ଯୋଗ ଦେଇଥିବା ସୂଚନା ରହିଛି । କ୍ରାଇମବ୍ରାଞ୍ଚ ଡିସିପି ରାଜେଶ ଦେଓ ଏନେଇ ଜଣାଇଛନ୍ତି । ବର୍ତ୍ତମାନ କପିଲକୁ 2 ଦିନ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ।
@ANI