ଶ୍ରୀନଗର: ସୀମାରେ ଥମୁନି ଗୁଳି ବର୍ଷଣ। ବଡଗାମରେ ସୁରକ୍ଷା କର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ଆତଙ୍କୀ ସଫା। ଚାରେର ଶରିଫ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ପୋଲିସ, ସେନା ଏବଂ ସିଆରପିଏଫ୍ ର ମିଳିତ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।
ବଡଗାମରେ ଏନକାଉଣ୍ଟର, ସେନା ଗୁଳିରେ ଜଣେ ଆତଙ୍କୀ ସଫା - combing operation continues
ସୀମାରେ ଥମୁନି ଗୁଳି ବର୍ଷଣ। ବଡଗାମରେ ସୁରକ୍ଷା କର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ଆତଙ୍କୀ ସଫା।
![ବଡଗାମରେ ଏନକାଉଣ୍ଟର, ସେନା ଗୁଳିରେ ଜଣେ ଆତଙ୍କୀ ସଫା ବଡଗାମରେ ଏନକାଉଣ୍ଟର, ସେନା ଗୁଳିରେ ଆତଙ୍କୀ ସଫା](https://etvbharatimages.akamaized.net/etvbharat/prod-images/768-512-8890803-45-8890803-1600750889137.jpg)
ବଡଗାମରେ ଏନକାଉଣ୍ଟର, ସେନା ଗୁଳିରେ ଆତଙ୍କୀ ସଫା
ତେବେ ସୁରକ୍ଷାକର୍ମୀଙ୍କ ଟିମ ସନ୍ଦିଗ୍ଧ ସ୍ଥାନକୁ ଘେରି ରହିଥିବା ବେଳେ ଘରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏବେ ସୁଦ୍ଧା ଉଭୟ ପଟୁ ଗୁଳିବିମୟ ଜାରି ରହିଛି ।
ସେନା ଗୁଳିରେ ନିହତ ହୋଇଥିବା ଆତଙ୍କୀର ପରିଚୟ ଏବେ ପର୍ଯ୍ୟନ୍ତ ମିଳିନାହିଁ।