ଥିରୁଅନନ୍ତପୁରମ୍: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ସୋମବାର କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନଙ୍କ ସହ କରିଛନ୍ତି ବୈଠକ ।
କେରଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେସିଆର - pinarai-vijayan
ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ସୋମବାର କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନଙ୍କ ସହ କରିଛନ୍ତି ବୈଠକ ।
![କେରଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେସିଆର](https://etvbharatimages.akamaized.net/etvbharat/prod-images/768-512-3205767-331-3205767-1557161652515.jpg)
ଫଟୋ ସୌଜନ୍ୟ : ଏନ୍ଆଇ
କେରଳ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ କେସିଆର ଲୋକସଭା ନିର୍ବାଚନକୁ ନେଇ ବିଜୟାନଙ୍କ ସହ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ।
ରାଓ ପ୍ରଥମେ ଶ୍ରୀ ପଦ୍ମନାଭସ୍ବାମୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ହାଇଦ୍ରାବାଦ ଫେରିବା ପୂର୍ବରୁ ସେ ରାମେଶ୍ବରମ୍ ଓ ଶ୍ରୀନଗର ମନ୍ଦିର ଯାଇ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।