ଓଡିଶା

odisha

By

Published : Dec 21, 2019, 3:17 PM IST

ETV Bharat / bharat

ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା: 4 ଅଭିଯୁକ୍ତଙ୍କ ପୁଣି ହେବ ପୋଷ୍ଟମୋର୍ଟମ

ହାଇଦ୍ରାବଦରେ ଘଟିଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଏନକାଉଣ୍ଟର ହୋଇଥିବା 4ଜଣ ଅଭିଯୁକ୍ତଙ୍କ ପୁଣି ଥରେ ପୋଷ୍ଟମୋର୍ଟମ କରାଯିବ। ଏହି ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ।

ORDERED TO CONDUCT RE-AUTOPSY
4 ଅଭିଯୁକ୍ତଙ୍କ ପୁଣି ପୋଷ୍ଟମୋର୍ଟମ


ହାଇଦ୍ରାବାଦ: ହାଇଦ୍ରାବାଦରେ ଘଟିଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଏନକାଉଣ୍ଟର ହୋଇଥିବା 4ଜଣ ଅଭିଯୁକ୍ତଙ୍କ ପୁଣି ଥରେ ପୋଷ୍ଟମୋର୍ଟମ କରାଯିବ। ତେଲେଙ୍ଗାନା ହାଇକୋର୍ଟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ଏମ୍ସ ଫରେନସିକ୍ ଅଫିସରଙ୍କୁ ଡିସେମ୍ବର 23 ତାରିଖ ସନ୍ଧ୍ୟା 5ଟା ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ଏହା ସହ ଶବ ବ୍ୟବଚ୍ଛେଦ ପ୍ରକ୍ରିୟାକୁ ଅଦାଲତକୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ ଗାନ୍ଧୀ ଡାକ୍ତରଖାନା ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ଡିସେମ୍ବର 6 ତାରିଖରେ ଏହି 4 ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର କରିଥିଲା।

ABOUT THE AUTHOR

...view details