ଓଡିଶା

odisha

ETV Bharat / bharat

ମ୍ୟାଡାମଙ୍କ ସହ ସାରଙ୍କ ନାଗିନ ଡ୍ୟାନ୍ସ,ଭିଡିଓ ଭାଇରାଲ

ମ୍ୟାଡାମଙ୍କ ସହ ସାରଙ୍କ ନାଗିନ ଡ୍ୟାନ୍ସ। ପାଟିରେ ରୁମାଲ ଧରି ସାର୍ ଲଗାଇଛନ୍ତି ଜବରଦସ୍ତ ଠୁମକା । ଅଧିକ ଖବର ପଢନ୍ତୁ...

By

Published : Nov 29, 2019, 1:55 PM IST

Updated : Nov 29, 2019, 2:33 PM IST

nagin dance
ମ୍ୟାଡମଙ୍କ ସାର୍ କଲେ ନାଗିନ ଡ୍ୟାନ୍ସ,ଭିଡିଓ ଭାଇରାଲ

ଜୟପୁର: ମ୍ୟାଡାମଙ୍କ ସହ ସାରଙ୍କ ନାଗିନ ଡ୍ୟାନ୍ସ। ପାଟିରେ ରୁମାଲ ଧରି ସାର୍ ଲଗାଇଛନ୍ତି ଜବରଦସ୍ତ ଠୁମକା । ତେବେ ଭାଇରାଲ ହୋଇଥିବା ଏହି ଭିଡିଓଟି ରାଜସ୍ଥାନ ଜୟପୁରର ଏକ ସରକାରୀ ସ୍କୁଲର ଟ୍ରେନିଂ ପୋଗ୍ରାମରେ ବୋଲି ଜଣାପଡିଛି।

ରାଜସ୍ଥାନର ଏକ ସରକାରୀ ସ୍କୁଲରେ ଟ୍ରେନିଂ ପୋଗ୍ରାମ ଆୟୋଜିତ ହୋଇଥିଲା। ଏଥିରେ 3 ଜଣ ଶିକ୍ଷକ ଜଣେ ମ୍ୟାଡାମଙ୍କ ସହ ନାଗିନ ଡ୍ୟାନ୍ସରେ ମତୁଆଲା ଥିଲେ। ତେବେ ଭିଡିଓ ଭାଇରାଲ ହେବା ପରେ ଜଣେ ଶିକ୍ଷକଙ୍କୁ ନିଲମ୍ବିତ ଓ 2ଜଣଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି।

ନିଲମ୍ବନ ଆଦେଶ ଉପରେ କିଛି ଶିକ୍ଷକ ଆପତ୍ତି ଉଠାଇଛନ୍ତି। ନାଚିବା କୌଣସି ଖରାପ କାମ ନୁହେଁ। ଏହାସହ ବ୍ରେକ ସମୟରେ ଶିକ୍ଷକ ଅନ୍ୟ ଶିକ୍ଷକଙ୍କ ସହ ମଜ୍ଜା କରୁଥିଲେ। ତେଣୁ ଏଥିରେ କୌଣସି ଅଭଦ୍ରାମୀ ନାହିଁ। କାରଣ ଶିକ୍ଷକ ହେଲେ ବୋଲି ତାଙ୍କର କ'ଣ ମନ ବୋଲି ବୋଲି କିଛିନାହିଁ।

Last Updated : Nov 29, 2019, 2:33 PM IST

ABOUT THE AUTHOR

...view details