ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ରାଜପୁତ ମାମଲାର ତଦନ୍ତ କରୁଥିବା ସିବିଆଇ ଟିମ ମୁମ୍ବାଇରୁ ଦିଲ୍ଲୀ ଫେରିଛନ୍ତି । ତେବେ ଦିଲ୍ଲୀରେ ଏମ୍ସ ନିର୍ଦ୍ଦେଶକଙ୍କୁ ଭେଟିବ ସିବିଆଇ । ଏହି ସମୟରେ ସୁଶାନ୍ତ ସିଂହଙ୍କ ଫରେନସିକ ରିପୋର୍ଟ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି ।
ସୁଶାନ୍ତ ସିଂହ ମୃତ୍ୟୁ ମାମଲା: AIIMS ନିର୍ଦ୍ଦେଶକଙ୍କୁ ଭେଟିବାକୁ ଦିଲ୍ଲୀ ପହଞ୍ଚିଲା ସିବିଆଇ - ଲା: AIIMS ନିର୍ଦେଶକ
ସୁଶାନ୍ତ ସିଂଙ୍କ ରାଜପୁତ ମାମଲାର ତଦନ୍ତ କରୁଥିବା ସିବିଆଇ ଟିମ ମୁମ୍ବାଇରୁ ଦିଲ୍ଲୀ ଫେରିଛନ୍ତି । ଦିଲ୍ଲୀରେ ଏମ୍ସ ନିର୍ଦ୍ଦେଶକଙ୍କୁ ଭେଟିବ ସିବିଆଇ । ଅଧିକ ପଢନ୍ତୁ...
![ସୁଶାନ୍ତ ସିଂହ ମୃତ୍ୟୁ ମାମଲା: AIIMS ନିର୍ଦ୍ଦେଶକଙ୍କୁ ଭେଟିବାକୁ ଦିଲ୍ଲୀ ପହଞ୍ଚିଲା ସିବିଆଇ ସୁଶାନ୍ତ ସିଂହ ମୃତ୍ୟୁ ମାମଲା: AIIMS ନିର୍ଦେଶକଙ୍କୁ ଭେଟିବାକୁ ଦିଲ୍ଲୀ ପହଞ୍ଚିଲା ସିବିଆଇ](https://etvbharatimages.akamaized.net/etvbharat/prod-images/768-512-8822386-thumbnail-3x2-delhi.jpg)
ସୁଶାନ୍ତ ସିଂହ ମୃତ୍ୟୁ ମାମଲା: AIIMS ନିର୍ଦେଶକଙ୍କୁ ଭେଟିବାକୁ ଦିଲ୍ଲୀ ପହଞ୍ଚିଲା ସିବିଆଇ
ସିବିଆଇ ଟିମ ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ନେଇ 22 ଦିନରୁ ଅଧିକ ସମୟ ଧରି ଯାଞ୍ଚ କରୁଛି । ଏହା ହତ୍ୟା କି ଆତ୍ମହତ୍ୟା, ତାର କାରଣର ଅନୁସନ୍ଧାନ ଚଳାଇଛି ସିବିଆଇ । ସୁଶାନ୍ତ ସିଂହଙ୍କ ଭିସେରା ଫରେନସିକ ରିପୋର୍ଟକୁ ଆଧାର କରି ମୃତ୍ୟୁ ସମ୍ପର୍କରେ ଜାଣିବାକୁ ସିବିଆଇ ଟିମ ଏମ୍ସ ଡାକ୍ତରଙ୍କ ସହ ଆଲୋଚନା କରିବାକୁ ଚାହୁଁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ