ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି କରାଯିବ ।
ଲାଲୁଙ୍କ ଜାମିନ ପ୍ରସଙ୍ଗ, ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣୀ - RJD chief Lalu Prasad Yadav
ଆସନ୍ତାକାଲି ସୁପ୍ରିମକୋର୍ଟରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣୀ କରାଯିବ ।
ଲାଲୁଙ୍କ ଜାମିନ ପ୍ରସଙ୍ଗ, ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣୀ
ଝାଡଖଣ୍ଡ ହାଇକୋର୍ଟ ଲାଲୁଙ୍କୁ ଜାମିନ ମଞ୍ଜୁର କରିବା ବିରୋଧରେ ସିବିଆଇ କରିଥିବା ଆବେଦନର ଶୁଣାଣୀ କରାଯିବ। ଲାଲୁଙ୍କ ବିରୋଧରେ 800 କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତି ରହିଛି ।
TAGGED:
RJD chief Lalu Prasad Yadav