ନୂଆଦିଲ୍ଲୀ: ସାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନ ବନ୍ଦ ପାଇଁ ସୋମବାର ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନର ଶୁଣାଣି କରାଯିବ। କୋରୋନା ଆତଙ୍କ ପରେ ସେଠାରୁ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ଜାରି କରାଯାଇଥିବା ନୂଆ ପିଟିସନ ଆଧାରରେ ଏହାର ବିଚାର କରାଯିବ ।
ସାହିନବାଗ ଆନ୍ଦୋଳନ ବନ୍ଦ ପାଇଁ ପିଟିସନ, ସୋମବାର ସୁପ୍ରିମକୋର୍ଟରେ ଶୁଣାଣି - petitions seeking removal of anti-CAA protesters from Shaheen Bagh
ସାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନ ବନ୍ଦ ପାଇଁ ସୋମବାର ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନର ଶୁଣାଣୀ କରାଯିବ। ଅଧିକ ପଢନ୍ତୁ...
ସାହିନବାଗ ଆନ୍ଦୋଳନ ବନ୍ଦ ପାଇଁ ପିଟିସନ, ସୋମବାର ସୁପ୍ରିମକୋର୍ଟରେ ଶୁଣାଣୀ
ଦେଶରେ କୋରୋନା କୋରୋନା ପଜିଟିଭଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ରରେ ମୋଟ ପୀଡିତଙ୍କ ସଂଖ୍ୟା ସର୍ବାଧିକ 72 ହୋଇଥିବା ବେଳେ କେରଳରେ ମୋଟ କୋରୋନା ପୀଡିତଙ୍କ ସଂଖ୍ୟା 52କୁ ବୃଦ୍ଧି ପାଇଛି । ସେହିପରି ସମଗ୍ର ଦେଶରେ କୋରୋନା ପୀଡିତଙ୍କ ସଂଖ୍ୟା 315ରେ ପହଞ୍ଚିଛି ।
@ANI