ବେଙ୍ଗାଲୁରୁ: ସିଏଏ ସମ୍ବିଧାନ ପାଇଁ ଅନୁକୂଳ ନୁହେଁ ବୋଲି କହିଛନ୍ତି ନୋବେଲ ପୁରସ୍କାର ବିଜେତା ଅମର୍ତ୍ୟ ସେନ୍ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଏଏକୁ ରବ୍ଦ କରିଦେବା ଉଚିତ୍ ବୋଲି ସେ କହିଛନ୍ତି । ଆମ ସମ୍ବିଧାନରେ ଧର୍ମ ଆଧାରରେ ନାଗରିକତା ପ୍ରଦାନ ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି ।
ସିଏଏକୁ ନେଇ ଏମିତି କହିଲେ ନୋବେଲ ବିଜେତା ଅମର୍ତ୍ୟ ସେନ - Amartya sen opinion on CAA
ସିଏଏ ସମ୍ବିଧାନ ପାଇଁ ଅନୁକୂଳ ନୁହେଁ ବୋଲି କହିଛନ୍ତି ନୋବେଲ ପୁରସ୍କାର ବିଜେତା ଅମର୍ତ୍ୟ ସେନ୍ । ଆମ ସମ୍ବିଧାନରେ ଧର୍ମ ଆଧାରରେ ନାଗରିକତା ପ୍ରଦାନ ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...
ଅମର୍ତ୍ୟ ସେନ୍
ସେ କହିଛନ୍ତି, ନାଗରିକତା ଦେବା ପାଇଁ ଏହା ଜାଣିବା ଉଚିତ୍ କି ଜଣେ ବ୍ୟକ୍ତିର ଜନ୍ମ କେଉଁଠି ହୋଇଛି । ସିଏଏ ଆଇନକୁ ପଢିବା ପରେ ଏହା ସମ୍ବିଧାନକୁ ଉଲ୍ଲଙ୍ଘନ କରୁଛି । ଏହା ଉଚିତ୍ କି ଅନ୍ୟଦେଶର ପ୍ରତାଡିତ ହିନ୍ଦୁକୁ ସହାନୁଭୁତି ଦେବା ମାତ୍ର ନାଗରିକତାକୁ ଏଥିରେ ନମିଶାଇବାକୁ ସେ ଅନୁରୋଧ କରିଛନ୍ତି ।
ଅନ୍ୟପକ୍ଷେ ଜେଏନୟୁ ହିଂସାକୁ ନେଇ ସେ କହିଥିଲେ, ବିଶ୍ବବିଦ୍ୟାଳୟ ପ୍ରଶାସନ ଓ ପୋଲିସ ମଧ୍ୟରେ ଆଲୋଚନାରେ ବିଳମ୍ବ କାରଣରୁ ଏହି ଘଟଣା ଘଟିଛି ।