ନୂଆଦିଲ୍ଲୀ: ତାମିଲନାଡୁର ବାଳ ସୁଧାର ଗୃହର 35 ଶିଶୁ କୋରୋନାରେ ଆକ୍ରାନ୍ତ । ଏହାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ଶିଶୁଙ୍କ ସୁରକ୍ଷା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ତାମିଲନାଡୁ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।
ବାଳ ସୁଧାର ଗୃହର 35 ଶିଶୁ କୋରୋନା ଆକ୍ରାନ୍ତ, ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
ତାମିଲନାଡୁର ବାଳ ସୁଧାର ଗୃହର 35 ଶିଶୁ କୋରୋନାରେ ଆକ୍ରାନ୍ତ । ଏହାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ।
ବାଳ ସୁଧାର ଗୃହର 35 ଶିଶୁ କୋରୋନା ଆକ୍ରାନ୍ତ
ବାଳ ସୁଧାର ଗୃହର ଶିଶୁ ସଂକ୍ରମିତ ନହେବା ପାଇଁ ସରକାରଙ୍କ ପଦକ୍ଷେପ ନେଇ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ପ୍ରକାଶଥାଉକି, ତାମିଲନାଡୁରେ ବର୍ତ୍ତମାନ ସୁଦ୍ଧା 34 ହଜାର 914 କୋରୋନା ମାମଲା ଥିବା ବେଳେ 18 ହଜାର 325ଜଣ ସୁସ୍ଥ ହୋଇଛନ୍ତି । ଏହାସହ 307ଜଣଙ୍କ ମୃତ୍ୟୁ ହୋଇଛି ।