ମୁମ୍ବାଇ: ମଲାଡ ଷ୍ଟୁଡିଅ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମୃତାହତର ସୂଚନା ନାହିଁ ।
ମୁମ୍ବାଇ ମଲାଡ ଷ୍ଟୁଡିଓ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ, 8 ଦମକଳ ଗାଡି ନିୟୋଜିତ - ମୁମ୍ବାଇ ମଲାଡ ଷ୍ଟୁଡିଅ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ
ମହାରାଷ୍ଟ୍ର ମୁମ୍ବାଇ ମଲାଡ ଷ୍ଟୁଡିଓ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଅଧିକ ପଢନ୍ତୁ...
![ମୁମ୍ବାଇ ମଲାଡ ଷ୍ଟୁଡିଓ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ, 8 ଦମକଳ ଗାଡି ନିୟୋଜିତ Studio fire at Bangur Nagar](https://etvbharatimages.akamaized.net/etvbharat/prod-images/768-512-10473644-thumbnail-3x2-malad.jpg)
ମୁମ୍ବାଇ ମଲାଡ ଷ୍ଟୁଡିଅରେ ଭୟାବହ ଅଗ୍ନିକାଣ୍ଡ, 8 ଦମକଳ ଗାଡି ନିୟୋଜିତ
ମୁମ୍ବାଇ ମଲାଡ ଷ୍ଟୁଡିଅରେ ଭୟାବହ ଅଗ୍ନିକାଣ୍ଡ, 8 ଦମକଳ ଗାଡି ନିୟୋଜିତ
ମହାରାଷ୍ଟ୍ରର ମୁମ୍ବାଇ ମଲାଡପୁରର ବାଙ୍ଗୁର ନଗର ଅଞ୍ଚଳରେ ଥିବା ଷ୍ଟୁ଼ଡିଅରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ଅପରାହ୍ନରେ 4.20 ମିନିଟରେ ଅଚାନକ ଭାବରେ ନିଆଁ ଲାଗିଯାଇଛି । ଘଟଣାସ୍ଥଳରେ ମୁମ୍ବାଇ ପୋଲିସର ଦମକଳ ବାହିନୀର 8 ଟି ନିଆଁଲିଭା ଗାଡି ନିୟୋଜିତ କରାଯାଇଛି । କେଉଁ କାରଣରୁ ନିଆଁ ଲାଗିଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ