ନୂଆଦିଲ୍ଲୀ:ଦେଶରେ ଥମୁନି ସିଏଏ ବିରୋଧ ପ୍ରତିବାଦ । ହେଲେ ଏଥର ନିଆରା ପ୍ରକାରେ ହୋଇଛି ପ୍ରତିବାଦ । ରାଜଧାନୀ ଦିଲ୍ଲୀରେ ଆଜି ଏହାକୁ ବିରୋଧ କରି ରାସ୍ତାକୁ ବିଭିନ୍ନ ରଙ୍ଗରେ ରଙ୍ଗୀନ କରାଯାଇଛି ।
ସିଏଏ ପ୍ରତିବାଦ: ରାସ୍ତାରେ ଚିତ୍ର ଆଙ୍କି ଜାମିଆ ମିଲିଆ ଛାତ୍ରଛାତ୍ରୀଙ୍କ ବିରୋଧ - student and artist painted the streets outside the University
ରାସ୍ତାରେ ଚିତ୍ର ଆଙ୍କି ଜାମିଆ ମିଲିଆ ଛାତ୍ରଛାତ୍ରୀଙ୍କ ବିରୋଧ ।ଏଥିରେ ସାମିଲ ହେଲେ ଅନେକ ଆର୍ଟିଷ୍ଟ । ଆଗକୁ ପଢନ୍ତୁ...

ଡିଜାଇନ ଫଟୋ
ନାଗରିରକତା ସଂଶୋଧନ ଆଇନ ଏବଂ ଏନଆସିକୁ ବିରୋଧ କରି ରାସ୍ତାରେ ଅଙ୍କାଗଲା ଚିତ୍ର । ଦିଲ୍ଲୀ ଜାମିଆ ମିଲିଆର ଛାତ୍ରଛାତ୍ରୀ ଏବଂ କିଛି ଆର୍ଟିଷ୍ଟ ଆଙ୍କିଛନ୍ତି ଚିତ୍ର । ବିଶ୍ବ ବିଦ୍ୟାଳୟ ବାହାରେ ସିଏଏକୁ ବିରୋଧ କରି ହୋଇଛି ବିଭିନ୍ନ ପ୍ରକାର ଚିତ୍ର ।