ଓଡିଶା

odisha

ETV Bharat / bharat

ଭାରତ-ବାଂଲାଦେଶ ବର୍ଡର ଅଞ୍ଚଳରେ ଭୂକମ୍ପର ଝଟକା, ତୀବ୍ରତା 4.3 ରେକର୍ଡ - ଭାରତ-ବାଂଲାଦେଶ ବର୍ଡର ଅଞ୍ଚଳରେ ଭୂକମ୍ପର ଝଟକା

ଭାରତ-ବାଂଲାଦେଶ ସୀମା ଅଞ୍ଚଳରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 4.3 ରେକର୍ଡ କରାଯାଇଛି।

ଭାରତ-ବାଂଲାଦେଶ ବର୍ଡର ଅଞ୍ଚଳରେ ଭୂକମ୍ପର ଝଟକା, ତୀବ୍ରତା 4.3 ରେକର୍ଡ
ଭାରତ-ବାଂଲାଦେଶ ବର୍ଡର ଅଞ୍ଚଳରେ ଭୂକମ୍ପର ଝଟକା, ତୀବ୍ରତା 4.3 ରେକର୍ଡ

By

Published : Jun 3, 2020, 8:59 AM IST

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ସୀମାବର୍ତ୍ତୀ ଅଞ୍ଚଳ। ଭାରତ-ବାଂଲାଦେଶ ସୀମା ଅଞ୍ଚଳରେ ଏହାର ଝଟକା ଅନୁଭୂତ ହୋଇଛି। ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 4.3 ରେକର୍ଡ କରାଯାଇଛି।

ସୂଚନା ଅନୁସାରେ, ବୁଧବାର ସକାଳ 7.10 ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS)ପକ୍ଷରୁ ସୂଚନା ମିଳିଛି। ତେବେ କ୍ଷୟକ୍ଷତିର କୌଣସି ସୂଚନା ନଥିବା ବେଳେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ABOUT THE AUTHOR

...view details