ଥିରୁଅନନ୍ତପୁରମ: କେରଳରେ ପ୍ରଥମ ଜଳ ଟ୍ୟାକ୍ସି ସେବା ଆରମ୍ଭ । ଆଜି ପ୍ରଥମ ଥର ପାଇଁ ଜଳ ଟ୍ୟାକ୍ସିର ପ୍ରାରମ୍ଭିକ ଭାବେ ଆଲାପୁଜାରେ ଆରମ୍ଭ କରାଯାଇଛି । ଟ୍ୟାକ୍ସିରେ 10 ଜଣ ଯାତ୍ରୀଙ୍କ ବସିବାର କ୍ଷମତା ରହିଛି ।
ଏହା 4 ଟି ଡଙ୍ଗାର କ୍ରମରେ ରହିଛି । ଯାହା କାଟାମରାନ ଡିଜେଲ ଚାଳିତ ଟ୍ୟାକ୍ସିରେ 10 ଜଣ ଯାତ୍ରୀଙ୍କ ବସିବାର କ୍ଷମତା ରହିଛି । ଆଲାପୁଜାର ବ୍ୟାକୱାଟର୍ ହେଉଛି ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର |