ଶ୍ରୀନଗର:ସୋମବାର କାଶ୍ମୀର ଉପତ୍ୟକାର ଲାଓପୋରାରେ ହୋଇଥିବା ଗୁଳି ବିନିମୟରେ ତିନିଜଣ ଯୁବକ ନିହତ ହୋଇଛନ୍ତି । ତେବେ ଏହି 3 ଜଣ ଯୁବକ ଆତଙ୍କବାଦୀ ଥିଲେ ବୋଲି ପୋଲିସ ଉପଯୁକ୍ତ ପ୍ରମାଣ ସହ ସେମାନଙ୍କ ପରିବାରକୁ ଜଣାଇବ ବୋଲି କହିଛି । କୋଭିଡ -19 ମହାମାରୀକୁ ଦୃଷ୍ଟିରେ ରଖି ନିହତ ଆତଙ୍କବାଦୀଙ୍କ ମୃତଦେହକୁ ପରିବାରକୁ ଦିଆଯିବ ନାହିଁ । କାରଣ ଅନ୍ତିମ ସଂସ୍କାରରେ ଭିଡ ହୋଇ କୋଭିଡ ନିୟମକୁ ଉଲଘଂନ କରିବେ ବୋଲି ଆଇଜିପି ବିଜୟ କହିଛନ୍ତି ।
ଶ୍ରୀନଗର ଏନକାଉଣ୍ଟର: ନିହତ 3 ଯୁବକ ଥିଲେ ଆତଙ୍କବାଦୀ
ଶ୍ରୀନଗର ଏନକାଉଣ୍ଟରରେ ନିହତ 3 ଯୁବକ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଆଇଜିପି ବିଜୟ କୁମାର କହିଛନ୍ତି । ଅଧିକ ପଢନ୍ତୁ...
ଶ୍ରୀନଗର ଏନକାଉଣ୍ଟର: ନିହତ 3 ଯୁବକ ଆତଙ୍କବାଦରେ ଥିଲେ ସାମିଲ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ