ଓଡିଶା

odisha

ETV Bharat / bharat

ଏୟାରସେଲ- ମାକ୍ସିସ ମାମଲା: ପି.ଚିଦାମ୍ବରମ ଓ କାର୍ତ୍ତି ଚିଦାମ୍ବରମଙ୍କୁ ଆଗୁଆ ଜାମିନ

ଏୟାରସେଲ- ମାକ୍ସିସ ମାମଲାରେ ସିବିଆଇର ସ୍ବତନ୍ତ୍ର କୋର୍ଟ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Sep 5, 2019, 3:08 PM IST

ନୂଆଦିଲ୍ଲୀ: ସିବିଆଇର ସ୍ବତନ୍ତ୍ର କୋର୍ଟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଏୟାରସେଲ- ମାକ୍ସିସ ମାମଲାରେ ସିବିଆଇ ସ୍ବତନ୍ତ୍ର କୋର୍ଟ ଏହି ଜାମିନ ପ୍ରଦାନ କରିଛି ।

ଆଇଏନଏକ୍ସ ମିଡିଆ ମାମଲାରେ ପି ଚିଦାମ୍ବରମ ଏବେ ସିବିଆଇ ହେପାଜତରେ ଅଛନ୍ତି ।

ABOUT THE AUTHOR

...view details