ଓଡିଶା

odisha

ETV Bharat / bharat

ଆଇଡି ବିସ୍ଫୋରଣରେ ଜଣେ ଯବାନ ଆହତ - ସିଆରପିଏଫ ଯବାନ ଆହତ

ନକ୍ସଲ ଅଧ୍ୟୁଷିତ ପଡୋଶୀ ଛତିଶଗଡ ବାସଗୁଡା ଥାନା ଅଞ୍ଚଳରେ ଆଇଡି ବିସ୍ଫୋରଣ। ଏ ଘଟଣାରେ ଜଣେ ସିଆରପିଏଫ ଯବାନ ଆହତ ହୋଇଥିବା ବସ୍ତର ପୋଲିସ ପକ୍ଷରୁ କୁହାଯାଇଛି। ଅଧିକ ପଢନ୍ତୁ...

ନକ୍ସଲ ଗଡରେ ଫୁଟିଲା ଆଇଡି,ଜଣେ ଯବାନ ଆହତ

By

Published : Nov 22, 2019, 12:28 PM IST

ରାୟପୁର: ପଡୋଶୀ ଛତିଶଗଡର ବାସଗୁଡା ଥାନା ଅଞ୍ଚଳରେ ଆଇଇଡି ବିସ୍ଫୋରଣ ହେବାରୁ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଏହା ପରେ ତୁରନ୍ତ ଆହତ ଯବାନଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ପଠାଇ ଦିଆୟାଇଛି। ଏନେଇ ବସ୍ତର ପୋଲିସ ପକ୍ଷରୁ କୁହାଯାଇଛି ଆହତ ସିଆରପିଏଫ ଯବାନ 168 ବାଟାଲିୟନରେ କାର୍ଯ୍ୟରତ ଥିଲେ। ନକ୍ସଲଙ୍କ ଦ୍ବାରା ବାସୁଗୁଡା ଅଞ୍ଚଳରେ ଖଞ୍ଜା ଯାଇଥିବା ଆଇଡି ବ୍ଲାଷ୍ଟରେ ସେ ଆହତ ହୋଇଥିଲେ। ଏ ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ପୋଲିସ କର୍ଡନରେ ରଖାଯାଇଛି।

ABOUT THE AUTHOR

...view details