ଓଡିଶା

odisha

ETV Bharat / bharat

ମୃତ୍ୟୁ ଦଣ୍ଡ ଠାରୁ ବଡ ଦଣ୍ଡ ନାହିଁ: ସ୍ମୃତି ଇରାନୀ - smruti irrani statement on unnao news

ହାଇଦ୍ରାବାଦ ଓ ଉନ୍ନାଓ ଦୁଷ୍କର୍ମ  ଘଟଣାକୁ ନେଇ ଦେଶ ମଧ୍ୟରେ ଆକ୍ରୋଶ ସୃଷ୍ଟି ହୋଇଥିବା ବେଳେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏନେଇ ନିଜର ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି   ସରକାର  ଲୋକମାନଙ୍କ ସୁରକ୍ଷା ନିମନ୍ତେ ଦୁଷ୍କର୍ମକାରୀଙ୍କ ପାଇଁ  ମୃତ୍ୟୁଦଣ୍ଡ  ରଖିଛନ୍ତି । ତେବେ ଏହାଠାରୁ ବଡ ଦଣ୍ଡ ଆଉ କିଛି ନାହିଁ ବୋଲି ସେ କହିଛନ୍ତି ।

unnao rape
ଫାଇଲ ଫଟୋ

By

Published : Dec 8, 2019, 9:16 AM IST

ନୂଆଦିଲ୍ଲୀ: ହାଇଦ୍ରାବାଦ ଓ ଉନ୍ନାଓ ଦୁଷ୍କର୍ମ ଘଟଣାକୁ ନେଇ ଦେଶ ମଧ୍ୟରେ ଆକ୍ରୋଶ ସୃଷ୍ଟି ହୋଇଥିବା ବେଳେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏନେଇ ନିଜର ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି ସରକାର ଲୋକମାନଙ୍କ ସୁରକ୍ଷା ନିମନ୍ତେ ଦୁଷ୍କର୍ମକାରୀଙ୍କ ପାଇଁ ମୃତ୍ୟୁଦଣ୍ଡ ରଖିଛନ୍ତି । ତେବେ ଏହାଠାରୁ ବଡ ଦଣ୍ଡ ଆଉ କିଛି ନାହିଁ ବୋଲି ସେ କହିଛନ୍ତି ।

ଏଥିସହ ସେ କହିଛନ୍ତି, ସମାଜକୁ ମଧ୍ୟ ଚାଇଲ୍ଡ ପର୍ନୋଗ୍ରାଫି ଭଳି ସମସ୍ୟାକୁ ଏଡାଇବା ଦରକାର । ଏଥିସହ ଅଭିଭାବକ ମାନେ ନିଜର ଦାୟିତ୍ବକୁ ସୁଚାର ରୂପେ ତୁଲାଇ ନିଜ ମହିଳାମାନଙ୍କୁ ଉଚିତ୍ ବ୍ୟବହାର କରିବାକୁ ନିଜ ପିଲାମାନଙ୍କୁ ଶିଖାଇବା ଉଚିତ୍ ।

For All Latest Updates

TAGGED:

ABOUT THE AUTHOR

...view details