ରାଞ୍ଚି :ରାଞ୍ଚିର 6 ପୋଲିସ କର୍ମଚାରୀ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଝାଡଖଣ୍ତ ଏସଏସପି ରାଞ୍ଚିର ସୁରେନ୍ଦ୍ର କୁମାର ଝା । ତେବେ କୋରୋନାକୁ ନେଇ ସାରା ଭାରତରେ ଆତଙ୍କ ଲାଗି ରହିଛି ।
ରାଞ୍ଚିର 6 ପୋଲିସ କର୍ମଚାରୀ କୋରୋନା ପଜେଟିଭ - ରାଞ୍ଚିର 6 ପୋଲିସ କର୍ମଚାରୀ କୋରୋନା ପଜେଟିଭ
ରାଞ୍ଚିର 6 ପୋଲିସ କର୍ମଚାରୀ କୋରୋନା ପଜେଟିଭ । ସମସ୍ତ ଆକ୍ରାନ୍ତଙ୍କୁ ରଖାଯାଇଛି କ୍ବାରେଣ୍ଟାଇନରେ । ଚାଲିଛି କଣ୍ଟ୍ରାକ୍ଟ ଟ୍ରେସିଂ । ଅଧିକ ପଢନ୍ତୁ....

ରାଞ୍ଚିର 6 ପୋଲିସ କର୍ମଚାରୀ କୋରୋନା ପଜେଟିଭ
ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ଲକଡାଉନ, ସଟ ଡାଉନ, ଅନଲକ 1 ଓ ଅନଲକ 2କୁ ଦେଶରେ ଲାଗୁ କରିସାରିଛନ୍ତି । ଭାରତରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା 625544 ରହିଥିବାବେଳେ ମୃତକଙ୍କ ସଂଖ୍ୟା 18213 ରହିଛି । ଏହି କ୍ରମରେ ଝାଡଖଣ୍ତରେ ପଜେଟିଭ ସଂଖ୍ୟା 2584 ରହିଥିବାବେଳେ ମୃତକଙ୍କ ସଂଖ୍ୟା 15ରେ ପହଞ୍ଚିଛି ।
ସୌଜନ୍ୟ @ANI