ନୂଆଦିଲ୍ଲୀ: ଆଜି ଅପରାହ୍ନ 4ଟାରେ ପୁଣି ଆତ୍ମନିର୍ଭର ଭାରତ ଅଭିଯାନର ଆଉ ଆର୍ଥିକ ପେଡି ଖୋଲିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବୁଧବାର ପ୍ରଥମ ପର୍ଯ୍ୟାୟରେ ପାଖାପାଖି 6 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ।
ଆତ୍ମନିର୍ଭର ଭାରତ ଅଭିଯାନ: ଆଜି 4ଟାରେ ଦ୍ବିତୀୟ ପର୍ଯ୍ୟାୟ ପ୍ୟାକେଜ ଘୋଷଣା କରିବେ ଅର୍ଥମନ୍ତ୍ରୀ - ଦ୍ବିତୀୟ ପର୍ଯ୍ୟାୟ ପ୍ୟାକେଜ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଅପରାହ୍ନ 4ଟାରେ ଆତ୍ମନିର୍ଭର ଭାରତ ଅଭିଯାନର ଦ୍ବିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା କରିବେ ।
ଆଜି 4ଟାରେ ଅର୍ଥମନ୍ତ୍ରୀ ଆତ୍ମନିର୍ଭର ଭାରତ ଅଭିଯାନର ଦ୍ବିତୀୟ ପର୍ଯ୍ୟାୟ ପ୍ୟାକେଜ ଘୋଷଣା କରିବେ
ବୁଧବାର ବିଶେଷ କରି MSME ଉପରେ ଅଧିକ ଫୋକସ ଥିବାବେଳେ ଆଜି ଅନ୍ୟ ସେକ୍ଟର ଉପରେ ଫୋକସ କରିବେ ଅର୍ଥମନ୍ତ୍ରୀ ।
Last Updated : May 14, 2020, 1:47 PM IST