ଓଡିଶା

odisha

ETV Bharat / bharat

ଜାଣନ୍ତୁ ତେଲୁଗୁ ରାଜ୍ୟରେ ଗୋଟିଏ ଦିନରେ ହୋଇଥିବା ସର୍ବାଧିକ ବର୍ଷା ବିଷୟରେ... - ଗୋଟିଏ ଦିନରେ ହୋଇଥିବା ସର୍ବାଧିକ ବର୍ଷା

ଆନ୍ଧ୍ରପ୍ରଦେଶର କାକିନଡା ନିକଟରେ ଅବପାତର ରୂପ ନେଇ ଲଘୁଚାପ ଅତିକ୍ରମ କରିବା ପରେ ବେହାଲ ହୋଇପଡିଛି ତେଲାଙ୍ଗାନା । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ହାଇଦ୍ରାବାଦ ।

ବେହାଲ ହୋଇପଡିଛି ତେଲାଙ୍ଗାନା
ବେହାଲ ହୋଇପଡିଛି ତେଲାଙ୍ଗାନା

By

Published : Oct 14, 2020, 10:55 PM IST

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର କାକିନଡା ନିକଟରେ ଅବପାତର ରୂପ ନେଇ ଲଘୁଚାପ ଅତିକ୍ରମ କରିବା ପରେ ବେହାଲ ହୋଇପଡିଛି ତେଲାଙ୍ଗାନା । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ହାଇଦ୍ରାବାଦ । ଦୀର୍ଘ 20 ବର୍ଷ ପରେ ହାଇଦ୍ରାବାଦରେ ବନ୍ୟା ସ୍ଥିତି ଦେଖାଦେଇଛି । 1908 ମସିହାରୁ ଆଜି ପର୍ଯ୍ୟନ୍ତ ତେଲୁଗୁ ରାଜ୍ୟରେ ହୋଇଥିବା ଭାରି ବର୍ଷା ବିଷୟରେ ଆସନ୍ତୁ ଜାଣିବା...

1908-ୱାରଙ୍ଗଲ ଜିଲ୍ଲାରେ 30.04 ମିମି ବର୍ଷା ରେକର୍ଡ ହୋଇଥିଲା ।

1932- ଅନନ୍ତପୁରମରେ ପ୍ରାୟ 31 ମିମି ବର୍ଷା ରେକର୍ଡ କରାଯାଇଥିଲା ।

1941-ପୂର୍ବ ଗୋଦାବରୀରେ 50.1 ମିମି ବର୍ଷା ।

1949- କ୍ରିଷ୍ଣା ଜିଲ୍ଲାରେ ପ୍ରାୟ 50.2 ମିମି ବର୍ଷା ରେକର୍ଡ କରାଯାଇଥିଲା ।

1982- ବିଶାଖାପାଟନମରେ ସର୍ବାଧିକ 42.6 ମିମି ବର୍ଷା ରେକର୍ଡ କରାଯାଇଥିଲା ।

1987- ନେଲୋରେ ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ 52.3 ମିମି ବର୍ଷା ରେକର୍ଡ କରାଯାଇଥିଲା ।

1989- ପୂର୍ବ ଗୋଦାବରୀରେ 38.9 ମିମି ବର୍ଷା ।

2000- କୁର୍ଣ୍ଣୁଲ ଜିଲ୍ଲାରେ 37.6 ମିମି ବର୍ଷା ରେକର୍ଡ କରାଯାଇଛି ।

2007- କୁର୍ଣ୍ଣୁଲ ଓ ନେଲୋରେର ଯଥାକ୍ରମେ 39.3 ଓ 35.5 ମିମି ବର୍ଷା ରେକର୍ଡ କରାଯାଇଛି ।

2010- ପ୍ରକାଶମ୍ ଜିଲ୍ଲାରେ 32.3 ମିମି ବର୍ଷା ରେକର୍ଡ କରାଯାଇଥିଲା ।

2012- ଶ୍ରୀକାକୁଲମରେ 35.5 ମିମି ବର୍ଷା ରେକର୍ଡ କରାଯାଇଥିଲା ।

2013-ପେରୁରୁ ଓ ଭାଜୟେଡୁରେ ଯଥାକ୍ରମେ 58.1 ମିମି ଓ 46ମିମି ବର୍ଷା ରେକର୍ଡ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details