ଗାଙ୍ଗଟକ: ଆଗାମୀ ଜୁନ୍ 15ରେ ସିକିମରେ ଖୋଲିବ ସମସ୍ତ ସ୍କୁଲ ଏବଂ କଲେଜ । ଏନେଇ ସୂଚନା ଦେଇଛନ୍ତି ସିକିମ୍ ଶିକ୍ଷାମନ୍ତ୍ରୀ କେଏନ୍ ଲେପଚା । ଆମେ ଆଗାମୀ ଜୁନ୍ 15ରେ ସମସ୍ତ ସ୍କୁଲ ଏବଂ କଲେଜ ପୁନଃ ଖୋଲିବୁ। ଏହାସହ ନବମରୁ ଦ୍ୱାଦଶ ଶ୍ରେଣୀରୁ କ୍ଲାସ ଆରମ୍ଭ କରାଯିବ ।
ଜୁନ୍ 15ରେ ଖୋଲିବ ସିକିମର ସମସ୍ତ ସ୍କୁଲ ଏବଂ କଲେଜ - ସିକିମ୍ ଶିକ୍ଷାମନ୍ତ୍ରୀ କେଏନ୍ ଲେପଚା
ଜୁନ୍ 15ରେ ସିକିମରେ ଖୋଲିବ ସମସ୍ତ ସ୍କୁଲ ଏବଂ କଲେଜ । ଏନେଇ ସୂଚନା ଦେଇଛନ୍ତି ସିକିମ୍ ଶିକ୍ଷାମନ୍ତ୍ରୀ କେଏନ୍ ଲେପଚା ।
![ଜୁନ୍ 15ରେ ଖୋଲିବ ସିକିମର ସମସ୍ତ ସ୍କୁଲ ଏବଂ କଲେଜ school reopen](https://etvbharatimages.akamaized.net/etvbharat/prod-images/768-512-7311427-831-7311427-1590202703248.jpg)
ଆଗାମୀ ଜୁନ୍ 15ରେ ସିକିମରେ ଖୋଲିବ ସମସ୍ତ ସ୍କୁଲ ଏବଂ କଲେଜ
ସେତେବେଳେ ନର୍ସରୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ହେବନାହିଁ। ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ସକାଳୁ ବିଦ୍ୟାଳ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି କେଏନ୍ ଲେପଚା । ପ୍ରକାଶ ଥାଉକି, ସିକିମରେ ଏପର୍ଯ୍ୟନ୍ତ କୌଣସି କୋରୋନା ମାମଲା ରିପୋର୍ଟ କରାଯାଇନାହିଁ ।