ଶିମଲା: ମୃଦୁ ଭୂମିକମ୍ପରେ ଥରିଲା ଶିମିଲା । ସୋମବାର ଅପରାହ୍ନ 1.20 ସମୟରେ ହିମାଚଳ ପ୍ରଦେଶ ଶିମଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।
ମୃଦୁ ଭୂମିକମ୍ପରେ ଥରିଲା ଶିମଲା - ଶିମଲାରେ ଭୂମିକମ୍ପ
ସୋମବାର ଅପରାହ୍ନ 1.20 ସମୟରେ ହିମାଚଳ ପ୍ରଦେଶ ଶିମଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ...
![ମୃଦୁ ଭୂମିକମ୍ପରେ ଥରିଲା ଶିମଲା ମୃଦୁ ଭୂମିକମ୍ପରେ ଥରିଲା ଶିମଲା](https://etvbharatimages.akamaized.net/etvbharat/prod-images/768-512-9316794-191-9316794-1603705910175.jpg)
ମୃଦୁ ଭୂମିକମ୍ପରେ ଥରିଲା ଶିମଲା
ଭୂମିକମ୍ପରେ ରିକ୍ଟର ସ୍କେଲ ତିବ୍ରତା 3.2 ରେକର୍ଡ କରାଯାଇଛି ବୋଲି ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଛନ୍ତି । ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ଆକଳନ କରାଯାଇନାହିଁ ।
ସେହିପରି ରବିବାର ଗୁଜରାଟର କଚ୍ଛ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପର ରିକ୍ଟର ସ୍କେଲ ତିବ୍ରତା 3.6 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଖଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଛନ୍ତି ।