ଓଡିଶା

odisha

ETV Bharat / bharat

ସିନା ବୋରା ହତ୍ୟାକାଣ୍ଡ: ଇନ୍ଦ୍ରାଣୀ ମୁର୍ଖାଜୀଙ୍କ ଜାମିନ ଆବେଦନ ଖାରଜ - ଇନ୍ଦ୍ରାଣୀ ମୁର୍ଖାଜୀଙ୍କ ଜାମିନ ଯାଚିକା ଖାରଜ

ବହୁଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡରେ ଜଡିତ ଅଭିଯୁକ୍ତ ଇନ୍ଦ୍ରାଣୀ ମୁର୍ଖାଜୀଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ସିବିଆଇ କୋର୍ଟ। ଅଧିକ ପଢନ୍ତୁ...

sheena bora murder case
ଫାଇଲ ଫଟୋ

By

Published : Dec 21, 2019, 2:10 PM IST

ମୁମ୍ବାଇ: ବହୁଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡରେ ଜଡିତ ଅଭିଯୁକ୍ତ ଇନ୍ଦ୍ରାଣୀ ମୁର୍ଖାଜୀଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ସିବିଆଇ କୋର୍ଟ। ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସିବିଆଇ କୋର୍ଟରେ ଜାମିନ ଆବେଦନ କରିଥିଲେ ଅଭିଯୁକ୍ତ ଇନ୍ଦ୍ରାଣୀ। ମାତ୍ର କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି।

ଅଭିଯୁକ୍ତ ଇନ୍ଦ୍ରାଣୀ ମୁର୍ଖାଜୀଙ୍କ ବିରୋଧରେ ଅଭିଯୋଗ ଆସିଛି ଯେ, ସେ ତାଙ୍କର ପୂର୍ବ ସ୍ବାମୀ ସଞ୍ଜୀବ ଖାନ୍ନା ଏବଂ ଡ୍ରାଇଭର ଶ୍ୟାମଭରଙ୍କ ସହିତ ମିଶି ନିଜ ଝିଅ ସିନାଙ୍କ ଅପହରଣ କରିଥିଲେ। ଏହାପରେ 2012, ଏପ୍ରିଲ 24 ତାରିଖରେ ଏକ କାରରେ ଝିଅ ସିନାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଏହା ପରେ ମୃତଦେହକୁ ଏକ ସୁଟକେଶରେ ରଖିଥିଲେ। ଏ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗତ 2015ରୁ ଜେଲରେ ଅଛନ୍ତି ସେ।

For All Latest Updates

ABOUT THE AUTHOR

...view details