ଲକ୍ଷ୍ନୌ: ହୋଲି ଖେଳ ସମୟରେ ଗୋଷ୍ଠୀ ସଂଘର୍ଷ । ଉତ୍ତରପ୍ରଦେଶର ନାଗଲାନୟା ଗାଁର ହୋଲିରେ ସମସ୍ତେ ନାଚଗୀତରେ ମସଗୁଲ ଥିବାବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଗୋଷ୍ଠୀ ସଂଘର୍ଷରେ ଗୁଳି ଚାଳନା ହେବା ସହିତ ପଥର ମାଡ ମଧ୍ୟ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ହୋଲି ଖେଳ ସମୟରେ ଗୋଷ୍ଠୀ ସଂଘର୍ଷ - ଗୋଷ୍ଠୀ ସଂଘର୍ଷରେ 17 ଜଣ ଆହତ
ହୋଲି ଖେଳ ସମୟରେ ଗୋଷ୍ଠୀ ସଂଘର୍ଷ । ଗୁଳି ଚାଳନା ସହିତ ପଥର ମାଡରେ ଏକାଧିକ ଆହତ । ଅଧିକ ପଢନ୍ତୁ...
ହୋଲି ଖେଳ ସମୟରେ ଗୋଷ୍ଠୀ ସଂଘର୍ଷ
ଗୁଳି ଚାଳନାରେ 17 ଜଣ ଆହତ ହୋଇଥିବା ବେଳେ, ପଥର ମାଡରେ 10 ଜଣ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୌଜନ୍ୟ @ IANS