ଗୁଜୁରାଟ: ଜୀବନ ନେଲା ପାଇଖାନା ଟାଙ୍କି । ହୋଟେଲର ପାଇଖାନା ଟାଙ୍କି ସଫା କରିବା ସମୟରେ 7 ଜଣ କର୍ମଚାରୀଙ୍କ ମୃତ୍ୟୁ । ସେଥିମଧ୍ୟରୁ ତିନି ଜଣ ହୋଟେଲର କର୍ମଚାରୀ ଥିବାବେଳେ ଅନ୍ୟ ତିନିଜଣ ସଫେଇ କର୍ମଚାରୀ ଅଛନ୍ତି । ମୃତମାନଙ୍କ ବୟସ 22 ରୁ 24 ବର୍ଷ ମଧ୍ୟରେ ହେବ ।
ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ 7 ମୃତ ! - cleaning
ପାଇଖାନା ଟାଙ୍କିରେ 7 ମୃତ । ମୃତକଙ୍କ ମଧ୍ୟ୍ୟରେ ତିନି ଜଣ ହୋଟେଲର କର୍ମଚାରୀ ଥିବାବେଳେ ଅନ୍ୟ 4 ଜଣ ସଫେଇ କର୍ମଚାରୀ ଅଛନ୍ତି । ତେବେ ଶ୍ବାସରୁଦ୍ଧ ଏମାନଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
ଫାଇଲ ଫଟୋ
ଘଟଣା ବିଷୟରେ ଖବର ପାଇ ଦାବୋହି ପୋଲିସ ଅଫିସର ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି । ତେବେ ଏହି ସମସ୍ତ କର୍ମଚାରୀ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିବା କୁହାଯାଉଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ।
Last Updated : Jun 15, 2019, 2:26 PM IST