ଲକ୍ଷ୍ନୌ: ରାଜ୍ୟସଭା ସାଂସଦ ଥିବା ଦିବଂଗତ ନେତା ଅମର ସିଂଙ୍କ ଦେହାନ୍ତ ପରେ ସେହି ରାଜ୍ୟସଭା ଆସନ ପାଇଁ 11 ସେପ୍ଟେମ୍ବରରେ ଉପ-ନିର୍ବାଚନ ହେବ । ଭାରତୀୟ ନିର୍ବାଚନ ଆୟୋଗ ଏହା ଆଜି ( ଶୁକ୍ରବାର) ଘୋଷଣା କରିଛନ୍ତି । ଅମର ୟୁପିରୁ ରାଜ୍ୟସଭା ସାଂସଦ ଥିଲେ ।
ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ 25 ଅଗଷ୍ଟରେ ବିଜ୍ଞପତି ପ୍ରକାଶ ପାଇବ । 11 ସେପ୍ଟେମ୍ବରେ ଭୋଟ ଦାନ ହେବ ।