ଓଡିଶା

odisha

ETV Bharat / bharat

ବିଶିଷ୍ଟ କନ୍ନଡ ଲେଖକ ଚିଦାନନ୍ଦ ମୂର୍ତ୍ତୀଙ୍କ ପରଲୋକ - ବିଶିଷ୍ଟ କନ୍ନଡ ଲେଖକ ଚିଦାନନ୍ଦ ମୂର୍ତ୍ତୀଙ୍କ ପରଲୋକ

ବିଶିଷ୍ଟ କନ୍ନଡ ଲେଖକ, ଗବେଷକ ତଥା ଐତିହାସିକ ଡ. ଚିଦାନନ୍ଦ ମୂର୍ତ୍ତୀଙ୍କ ପରଲୋକ ହୋଇଛି।

bengaluru
ବିଶିଷ୍ଟ କନ୍ନଡ ଲେଖକ ଚିଦାନନ୍ଦ ମୂର୍ତ୍ତୀଙ୍କ ପରଲୋକ

By

Published : Jan 11, 2020, 1:27 PM IST

ବେଙ୍ଗାଲୁରୁ: ବିଶିଷ୍ଟ କନ୍ନଡ ଲେଖକ ତଥା ଐତିହାସିକ ଡ. ଚିଦାନନ୍ଦ ମୂର୍ତ୍ତୀଙ୍କ ପରଲୋକ ହୋଇଛି । ଏକ ଘରୋଇ ଡାକ୍ତରଖାନାରେ ଭୋର 4ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 88 ବର୍ଷ ବୟସ ହୋଇଥିଲା।

ତାଙ୍କ ମୃତ୍ୟୁପରେ ତାଙ୍କ ମର ଶରୀରକୁ ବେଙ୍ଗାଲୁରୁ ସ୍ଥିତ ବାସଭବନକୁ ନିଆଯାଇଛି। ସେଠାରେ ତାଙ୍କ ଶେଷ ଦର୍ଶନ ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଡ. ଚିଦାନନ୍ଦ ମୂର୍ତ୍ତୀ ଭାଷା, ସଂସ୍କୃତି ପାଇଁ ଦଶନ୍ଧି ବ୍ୟାପି କାର୍ଯ୍ୟକରିଥିଲେ । ସେ ଜଣେ ଐତିହାସିକ ଭାବରେ ବେଶ ଖ୍ୟାତିଲାଭ କରିଛନ୍ତି।

ABOUT THE AUTHOR

...view details