ବେଙ୍ଗାଲୁରୁ: କୋରୋନା ମହାମାରୀ ପାଇଁ କର୍ଣ୍ଣାଟକ ସରକାର ଆଜି ରାଜ୍ୟରେ ଅକ୍ଟୋବର 15ଯାଏଁ ସ୍କୁଲ କଲେଜ ବନ୍ଦ ରହିବା ନେଇ ଘୋଷଣା କରୁଛନ୍ତି ।
ଦିନକୁ ଦିନ କୋରୋନା ସଂକ୍ରମଣ ଚିନ୍ତା ବଢାଇବାରେ ଲାଗିଛି । ଗତ ମାର୍ଚ୍ଚ ମାସଠାରୁ ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ବନ୍ଦ କରାଯାଇଥିଲା । କୋରୋନା ସ୍ଥିତି ସୁଧୁରିଲେ ସ୍କୁଲ କଲେଜକୁ ଖୋଲିବା ପାଇଁ ନିଷ୍ପତି ହୋଇଥିଲା ମାତ୍ର ସ୍ଥିତିରେ ସୁଧାର ନଆସିବାରୁ ପୁଣି ଆକ୍ଚୋବର 15ଯାଏଁ ସ୍କୁଲ କଲେଜଗୁଡିକୁ ବନ୍ଦ କରିଦିଆଯାଇଛି ।