ଓଡିଶା

odisha

ETV Bharat / bharat

‘ମୁଁ ଗାନ୍ଧି ପରିବାରକୁ ଅଧିକ ସମ୍ମାନ ଦିଏ’ - Rajiv Gandhi & the Gandhi family

ଗାନ୍ଧୀ ପରିବାରକୁ ଅଧିକ ସମ୍ମାନ ଦେଉଥିବା କଥା ଶିବସେନା ନେତା ସଞ୍ଜୟ ରାଉତ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

Mumbai
‘ମୁଁ ଗାନ୍ଧି ପରିବାରକୁ ଅଧିକ ସମ୍ମାନ ଦିଏ’

By

Published : Jan 16, 2020, 10:58 PM IST

ମୁମ୍ବାଇ: ଗାନ୍ଧି ପରିବାରକୁ ଅଧିକ ସମ୍ମାନ ଦେଉଥିବା କଥା ଶିବସେନା ନେତା ସଞ୍ଜୟ ରାଉତ ପ୍ରକାଶ କରିଛନ୍ତି ।

‘ମୁଁ ଗାନ୍ଧି ପରିବାରକୁ ଅଧିକ ସମ୍ମାନ ଦିଏ’

ସଞ୍ଜୟ ରାଉତ କହିଛନ୍ତି, ଇନ୍ଦିରା ଗାନ୍ଧୀ, ପଣ୍ଡିତ ନେହେରୁ, ରାଜୀବ ଗାନ୍ଧୀ ଓ ଗାନ୍ଧୀ ପରିବାରକୁ ସେ ଅଧିକ ସମ୍ମାନ ଦେଇଥାନ୍ତି । ଏପରିକି ଲୋକମାନେ ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କୁ ବିରୋଧ କରନ୍ତି, ସେତେବେଳେ ସେ ଇନ୍ଦିରାଙ୍କ ପାଇଁ ଛିଡା ହୋଇଥିବା କଥା କହିଛନ୍ତି । ବିରୋଧୀ ଦଳରେ ଥାଇ ମଧ୍ୟ ସେ ଏପରି କରିଥାନ୍ତି ବୋଲି କହିଛନ୍ତି ସଞ୍ଜୟ ।

For All Latest Updates

ABOUT THE AUTHOR

...view details