ଓଡିଶା

odisha

ETV Bharat / bharat

ସଚିନ ପାଇଲଟଙ୍କୁ କୋରୋନା - ସଚିନ ପାଇଲଟଙ୍କୁ କରୋନା

ରାଜସ୍ଥାନ କଂଗ୍ରେସର ହେଭିଓ୍ବେଟ ନେତା ସଚୀନ ପାଇଲଟ କୋରୋନା ସଂକ୍ରମିତ । ନିଜେ ଦେଲେ ସୂଚନା । ଅଧିକ ପଢନ୍ତୁ...

ସଚିନ ପାଇଲଟଙ୍କୁ କରୋନା
ସଚିନ ପାଇଲଟଙ୍କୁ କରୋନା

By

Published : Nov 12, 2020, 8:46 PM IST

ଜୟପୁର: କୋରୋନା ସଂକ୍ରମିତ ହେଲେ ରାଜସ୍ଥାନ କଂଗ୍ରେସର ହେଭିଓ୍ବେଟ ନେତା ସଚିନ ପାଇଲଟ । ଏନେଇ ସଚିନ ନିଜେ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ତାଙ୍କୁ କୋଭିଡ ପରୀକ୍ଷା କରାଇନେବାକୁ ଅନୁରୋଧ କରିଛନ୍ତି ସଚୀନ । ଟେଷ୍ଟ ପଜିଟିଭି ଆସିବା ପରେ ସେ ଡାକ୍ତରୀ ପରାମର୍ଶ ନେଉଛନ୍ତି ଓ ସେ ଖୁବ ଶୀଘ୍ର ସୁସ୍ଥ ହୋଇ ଫେରିବେ ବେଲି ଆଶା ରଖଥିବା କହିଛନ୍ତି ।

ସଚିନ ପାଇଲଟଙ୍କୁ କରୋନା

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଟ୍ବିଟ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେହିପରି ରାଜସ୍ଥାନ ବାଚସ୍ପତି ସିପି ଜୋଶ ମଧ୍ୟ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details