ଓଡିଶା

odisha

ETV Bharat / bharat

ଆରଟିସି ବସ ଡ୍ରାଇଭରଙ୍କ ଆତ୍ମହତ୍ୟା ଉଦ୍ୟମ - ଆରଟିସି ବସ ଡ୍ରାଇଭର

ତେଲେଙ୍ଗାନରେ ଆରଟିସି ବସ ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଖାମ୍ମମରେ ଜଣେ ଡ୍ରାଇଭରର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Oct 13, 2019, 4:23 PM IST

ହାଇଦ୍ରାବାଦ: ତେଲେଙ୍ଗାନରେ ଆରଟିସି ବସ ଡ୍ରାଇଭରଙ୍କ ଆନ୍ଦୋଳନରେ ଏବେ ସାରା ରାଜ୍ୟ ଉଠୁଛି ପଡୁଛି । ଏପରିସ୍ଥିତିରେ ଖାମ୍ମମରେ ଜଣେ ଆରଟିସି ଡ୍ରାଇଭର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଖାମ୍ମମ ଡିପୋରେ ଆରଟିସି ଚାଳକ ଭାବେ କାର୍ଯ୍ୟ କରୁଥିବା ଶ୍ରୀନିବାସ ରେଡ୍ଡୀ ଆନ୍ଦୋଳନ କାରଣରୁ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ରେଡ୍ଡୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ABOUT THE AUTHOR

...view details