ଡେରାଡୁନ: ଋଷିକେଶ-ଗଙ୍ଗୋତ୍ରୀ ହାଇଓ୍ବ ରମୋଲଗାଓ୍ବଂ ଓ ଉନିୟାଲଗାଓ୍ବଂ ମଧ୍ୟରେ ଶନିବାର ଦିନ ସନ୍ଧ୍ୟା ସମୟରେ ଏକ ପାହାଡରୁ ମାଟି ଧସିଛି । ଫଳରେ ସେହି ହାଇଓ୍ବେ ବନ୍ଦ ହୋଇଯାଇଥିଲା । ଫଳରେ ସ୍ଥାନୀୟ ଲୋକ ଓ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଭୂସ୍ଖଳନ ରାସ୍ତା ବିପଦପୂର୍ଣ୍ଣ ହୋଇଥିବାରୁ ଯାତ୍ରୀମାନଙ୍କୁ ଅନ୍ୟ ରାସ୍ତାରେ ଯିବାକୁ ପରାମର୍ଶ ଦିଆଯାଇଛି ।
ଋଷିକେଶ-ଗଙ୍ଗୋତ୍ରୀ ହାଇଓ୍ବେରେ ଧସିଲା ପାହାଡ, ଦେଖନ୍ତୁ ଭିଡିଓ - ଭୂସ୍ଖଳନ
ଋଷିକେଶ-ଗଙ୍ଗୋତ୍ରୀ ହାଇଓ୍ବରେ ଏକ ପାହାଡରୁ ମାଟି ଧସି ରାସ୍ତା ଅବରୋଧ ହୋଇଥିଲା । ଫଳରେ ସ୍ଥାନୀୟ ଲୋକ ଓ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଡିଜାଇନ ଫଟୋ
ତେବେ ଋଷିକେଶ-ଗଙ୍ଗୋତ୍ରୀ ହାଇଓ୍ବର ଭୂସ୍ଖଳନର ଭୟାବହ ଦୃଶ୍ୟ ଦେଖନ୍ତୁ:-