ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପ୍ରଜ୍ଞାପନ ମେଢରେ ଜୀବନ,କଳା ଓ ସଂସ୍କୃତିର ଝଲକ। ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢରେ ଧାର୍ମିକ ସମନ୍ବୟ ଓ ସଦଭାବନା ପ୍ରଦର୍ଶିତ । ପଞ୍ଜାବ ପ୍ରଜ୍ଞାପନ ମେଢରେ ଗୁରୁ ନାନକଙ୍କ 550ତମ ପ୍ରକାଶ ପର୍ବକୁ ସମର୍ପିତ, କର୍ଣ୍ଣାଟକ ମେଢରେ ସାମାଜିକ ସଂସ୍କାରକ ବସବେଶ୍ବରଙ୍କ ଦର୍ଶନ ।
ସାରା ବିଶ୍ବ ଦେଖିଲା ଓଡିଶାର କଳା ସଂସ୍କୃତି ରାଜପଥରେ ପ୍ରଦର୍ଶନ ହେଲା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରାଜପଥର ଚିତ୍ତାକର୍ଷକ ଦୃଶ୍ୟ ରାଜପଥରେ ପ୍ରଦର୍ଶନ ହେଲା ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶର ପ୍ରଜ୍ଞାପନ ମେଢ। ରାଜପଥରେ ପ୍ରଦର୍ଶନ ହେଲା ଜମ୍ମୁ-କାଶ୍ମୀରର ପ୍ରଜ୍ଞାପନୀ ମେଢରେ ଦେଖାଗଲା “ବ୍ୟାକ୍ ଟୁ ଭିଲେଜ୍” ର ଦୃଶ୍ୟ । ଗୁଜୁରାଟର ରାନୀ କି ଭାଓର ପ୍ରଦର୍ଶନ ।