ଓଡିଶା

odisha

ETV Bharat / bharat

ଅଯୋଧ୍ୟା ରାୟ ପରେ କଂଗ୍ରେସର ପ୍ରତିକ୍ରିୟା - reaction of congress after ayodhya judgment

ଅଯୋଧ୍ୟା ମାମଲାର ରାୟ ଆସିବା ପରେ କଂଗ୍ରେସ ତା’ର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଦଳୀୟ ମୁଖପାତ୍ର ରଣଦୀପ ସୁର୍ଯେୱାଲା, ଏହି କେସରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସମ୍ମାନ ଜଣାଉଛୁ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଅଯୋଧ୍ୟା ରାୟ ପରେ କଂଗ୍ରେସର ପ୍ରତିକ୍ରିୟା

By

Published : Nov 9, 2019, 1:23 PM IST

ନୂଆଦିଲ୍ଲୀ: ଅଯୋଧ୍ୟା ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ। ଦଳର ମୁଖପାତ୍ର ରଣଦୀପ ସୁର୍ଯେୱାଲା ପ୍ରେସମିଟ କରି ଏହା ଉପରେ ମତ ଦେଇଛନ୍ତି । ସେ କହିଛନ୍ତି,‘ ସୁପ୍ରିମକୋର୍ଟଙ୍କ ରାୟ ଆସିଛି। ଆମେ ରାମ ମନ୍ଦିର ନିର୍ମାଣ ସପକ୍ଷରେ ଅଛୁ।’

ଅଯୋଧ୍ୟା ରାୟ ପରେ କଂଗ୍ରେସର ପ୍ରତିକ୍ରିୟା

ଏହା ସହ ଏହି ରାୟ କେବଳ ମନ୍ଦିର ନିର୍ମାଣର ବାଟ ସଫା କରିନାହିଁ ବରଂ ସବୁଦିନ ପାଇଁ ଏହାକୁ ନେଇ ରାଜନୀତି କରୁଥିବା ବିଜେପି ଓ ଅନ୍ୟ ଦଳଙ୍କ କବାଟ ବନ୍ଦ କରିଦେଲା ବୋଲି ସେ ମତ ଦେଇଛନ୍ତି।

ABOUT THE AUTHOR

...view details