ଅଯୋଧ୍ୟା: ରମଜାନର ପବିତ୍ର ମାସରେ ଅଯୋଧ୍ୟାର ଏକ ମନ୍ଦିରେ ଇଫତାର ପାର୍ଟିର ଆୟୋଜନ କରାଯାଇଛି ।
ସମ୍ପ୍ରଦାୟିକ ସଦଭାବନାର ଉଦାହରଣ ପାଇଁ ଲୋକେ ଧର୍ମର ସୀମାରୁ ଉର୍ଦ୍ଧ୍ବକୁ ଉଠି ସୀତାରାମ ମନ୍ଦିର ପରିସରରେ ଏକାଠି ବସି ଇଫତାର ଭୋଜନ କରିଛନ୍ତି ।

ମନ୍ଦିର ପରିସରରେ ଏହି ଇଫତାର ପାର୍ଟି ତୃତୀୟ ଥର ଲାଗି ଆୟୋଜନ ହୋଇଥିବା ବେଳେ ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ମନ୍ଦିର ପୂଜକ ଯୁଗୋଳ କିଶୋର କହିଛନ୍ତି ।
ଅନ୍ୟପପକ୍ଷରେ ଭାଇଚାରା ପାଇଁ ପ୍ରତିବର୍ଷ ମୁସଲମାନମାନେ ମଧ୍ୟ ନବରାତ୍ରୀ ପାଳନ କରୁଥିବା ଜଣେ ପ୍ରତିଭାଗୀ ମୁଜାମ୍ମିଲ ଫିଜା କହିଛନ୍ତି ।