ଓଡିଶା

odisha

ETV Bharat / bharat

ସିରିଡି ସାଇ ମନ୍ଦିରରେ ପାଳନ ହେଲା ରକ୍ଷା ବନ୍ଧନ

ଆଜି ଶ୍ରାବଣର ଶେଷ ସୋମବାର ସହ ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀର ଏହି ପବିତ୍ର ସମ୍ବନ୍ଧକୁ ସିରିଡିରେ ମଧ୍ୟ ପାଳନ କରାଯାଇଛି ।

Raksha Bandhan festival
ସିରିଡି ସାଇ ମନ୍ଦିରରେ ପାଳନ ହେଲା ରକ୍ଷା ବନ୍ଧନ

By

Published : Aug 3, 2020, 6:22 PM IST

ମୁମ୍ବାଇ: ଆଜି ଶ୍ରାବଣର ଶେଷ ସୋମବାର ସହ ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀର ଏହି ପବିତ୍ର ସମ୍ବନ୍ଧକୁ ସିରିଡିରେ ମଧ୍ୟ ପାଳନ କରାଯାଇଛି । ସାଇବାବାଙ୍କ ମନ୍ଦିରରେ ଦେଶର ବିଭିନ୍ନ କୋଣ ଅନୁକୋଣରୁ ରାକ୍ଷୀ ପହଞ୍ଚିଥାଏ । ସକାଳ ଆରତୀ ପରେ ସାଇଙ୍କ ପାଖରେ ରାକ୍ଷୀ ଉତ୍ସବ ପାଳନ ହୋଇଥାଏ ।

ସିରିଡି ସାଇ ମନ୍ଦିରରେ ପାଳନ ହେଲା ରକ୍ଷା ବନ୍ଧନ

ରାଖୀ ବାନ୍ଧିବାର ପରମ୍ପରା ସାଇ ସଂସ୍ଥାନ ଓ ଭକ୍ତଙ୍କ ଦ୍ବାରା ଆରମ୍ଭ ହୋଇଛି । ମୁମ୍ବାଇ ଓ ହାଇଦ୍ରାବାଦରୁ ଭକ୍ତମାନେ ସାଇବାବାଙ୍କୁ ସୁନ୍ଦର ରାକ୍ଷୀ ପଠାଇଛନ୍ତି । ଆଜି ସକାଳେ ବାବାଙ୍କ ହାତରେ ରାକ୍ଷୀ ବନ୍ଧାଯାଇଛି । ଚଳିତ ବର୍ଷ କୋରୋନା ସଙ୍କଟ କାରଣରୁ ମନ୍ଦିର ବନ୍ଦ ରହିଛି ।

ସିରିଡି ସାଇ ମନ୍ଦିରରେ ପାଳନ ହେଲା ରକ୍ଷା ବନ୍ଧନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details