ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ସକାଳୁ ବର୍ଷା ଜାରି, ସୋମବାର ଆହୁରି ବର୍ଷିବା ନେଇ ଅନୁମାନ

ଦିଲ୍ଲୀର କିଛି ଅଞ୍ଚଳରେ ରବିବାର ସକାଳୁ ବର୍ଷା ହୋଇଛି । ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଓ ନୋଏଡାରେ ଘଡଘଡି ସହ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

By

Published : Apr 26, 2020, 12:47 PM IST

ଦିଲ୍ଲୀରେ ସକାଳୁ ବର୍ଷା ଜାରି, ସୋମବାର ଆହୁରୀ ବର୍ଷିବା ନେଇ ଅନୁମାନ
ଦିଲ୍ଲୀରେ ସକାଳୁ ବର୍ଷା ଜାରି, ସୋମବାର ଆହୁରୀ ବର୍ଷିବା ନେଇ ଅନୁମାନ

ନୂଆଦିଲ୍ଲୀ: ଦେଶରେ ଏବେ କିଛି କିଛି ରାଜ୍ୟରେ ସାମାନ୍ୟ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀର କିଛି ଅଞ୍ଚଳରେ ରବିବାର ସକାଳୁ ବର୍ଷା ହୋଇଛି । ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଓ ନୋଏଡାରେ ଘଡଘଡି ସହ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ତେବେ ସୋମବାର ମଧ୍ୟ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏହାସହ ସୋମବାର ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ, ହିମାଞ୍ଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଘଡଘଡି ସହ ବର୍ଷା ହେବାନେଇ ଅନୁମାନ କରାଯାଇଛି । ବର୍ଷା ଯୋଗୁଁ ଦିଲ୍ଲୀବାସୀଙ୍କୁ ଟିକିଏ ଆଶ୍ବସ୍ତି ମିଳିଛି ।

ABOUT THE AUTHOR

...view details