ଓଡିଶା

odisha

By

Published : Feb 13, 2020, 3:08 PM IST

ETV Bharat / bharat

ରେଳଧାରଣାରେ ଫାଟ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଛନ୍ତି ହଜାର ହଜାର ରେଳଯାତ୍ରୀ । ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶ ଉନ୍ନାଓରେ ରେଳଧାରଣାରେ ଫାଟ କାରଣରୁ ଏକ ବଡ ଦୁର୍ଘଟଣା ଟଳିଯାଇଛି । ଅଧିକ ଖବର ପଢନ୍ତୁ...

ରେଳଧାରଣାରେ ଫାଟ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ରେଳଧାରଣାରେ ଫାଟ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଲକ୍ଷ୍ନୌ: ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଛନ୍ତି ହଜାର ହଜାର ରେଳଯାତ୍ରୀ । ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶ ଉନ୍ନାଓରେ ରେଳଧାରଣାରେ ଫାଟ କାରଣରୁ ଏକ ବଡ ଦୁର୍ଘଟଣା ଟଳିଯାଇଛି । ତେବେ ଯେତେବେଳେ ରେଳଟ୍ରାକରେ କାର୍ଯ୍ୟରତ ଥିବା ଟ୍ରାକମ୍ୟାନ ପାଟ୍ରୋଲିଂ କରୁଥିଲେ ସେତେବେଳେ ସେ ଧାରଣାରେ ଫାଟ ଦେଖି ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ ।

ରେଳଧାରଣାରେ ଫାଟ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପରେ ଲକ୍ଷ୍ନୌରୁ କାନପୁରକୁ ଚଳାଚଳ କରୁଥିବା ସମସ୍ତ ଟ୍ରେନ ଅଟକି ରହିଥିଲା। ଖବର ପାଇ ଟ୍ରାକ ମରାମତି ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details