ଓଡିଶା

odisha

ETV Bharat / bharat

ୱାୟନାଡରେ ରାହୁଲ, ବନ୍ୟା ପୀଡିତଙ୍କୁ ବାଣ୍ଟିଲେ ରିଲିଫ୍‌ - ବନ୍ୟା ପୀଡିତ

ୱାୟନାଡ ଗସ୍ତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସେଠାରେ ସେ ବନ୍ୟା ପୀଡିତଙ୍କୁ ଭେଟିବା ସହ ସେମାନଙ୍କୁ ରିଲିଫ୍‌ ବାଣ୍ଟିଛନ୍ତି ।

ଡିଜାଇନ ଫଟୋ

By

Published : Aug 12, 2019, 12:29 PM IST

ଥିରୁଅନ୍ତପୁରମ୍‌: କେରଳର ୱାୟନାଡ ଗସ୍ତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ସେଠାରେ ସେ ବନ୍ୟା ପୀଡିତଙ୍କୁ ଭେଟିବା ସହ ସେମାନଙ୍କୁ ରିଲିଫ୍‌ ବାଣ୍ଟିଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ଏହି ଅବସରରେ ସେ କହିଛନ୍ତି, ମୁଁ ଆପଣଙ୍କ ସାଂସଦ ହିସାବରେ ଏପରି ସ୍ଥିତିରେ ଯଥା ସମ୍ଭବ ସାହାଯ୍ୟ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି। ଏହା ସହ ଏଠାକାର ପରିସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇ କେନ୍ଦ୍ରୀୟ ସହାୟତା ଦେବାଲାଗି ପ୍ରୟାସ କରିବି ବୋଲି ସେ କହିଛନ୍ତି। ଚଳିତ ଲୋକସଭାରେ ରାହୁଲ ଗାନ୍ଧୀ କେରଳର ୱାୟନାଡରୁ ଲୋକସଭା ଆସନରୁ ସଂସଦକୁ ପ୍ରତିନିଧିତ୍ୱ କରୁଛନ୍ତି ।

ABOUT THE AUTHOR

...view details