ଓଡିଶା

odisha

ETV Bharat / bharat

ୱାୟନାଡରେ ଚା' ପକୁଡି ଖାଇଲେ ରାହୁଲ ଗାନ୍ଧି - tea pakoda in wayanad

ୱାୟନାଡରେ ଚା' ପକୁଡି ଖାଇଲେ ରାହୁଲ ଗାନ୍ଧି । ସ୍ଥାନୀୟ ଲୋକ ଏବଂ କଂଗ୍ରେସର ଜେନେରାଲ ସେକ୍ରେଟାରୀ  କେସି ବେନୁଗୋପାଳ ମଧ୍ୟ ସାଥିରେ ଥିବା ସୂଚନା । ଆଗକୁ ପଢନ୍ତୁ...

rahul gandhi,tea pakoda
ଫଟୋ ସୌଜନ୍ୟ: ଏଏନଆଇ

By

Published : Dec 7, 2019, 10:28 AM IST

ଥିରୁଅନନ୍ତପୁରମ:ବ୍ୟସ୍ତତା ଭିତରେ ନିଜ ନିର୍ବାଚନୀ ମଣ୍ଡଳୀ ଗସ୍ତ କରିଛନ୍ତି ରାହୁଲ ଗାନ୍ଧି । ୱାୟନାଡ ଟି' ଷ୍ଟଲରେ ଚା ପକୁଡି ମଧ୍ୟ ଖାଇଥିବା ସୂଚନା ମିଳିଛି । ସାଙ୍ଗରେ କଂଗ୍ରେସର ଜେନେରାଲ ସେକ୍ରେଟାରୀ କେସି ବେନୁଗୋପାଳ ମଧ୍ୟ ଥିବା ଦେଖାଯାଇଛି ।

ଟି ଷ୍ଟଲରେ କିଛି ଲୋକଙ୍କ ସହ ଆଲୋଚନା କରୁଥିବା ନଜର ଆସିଛନ୍ତି ରାହୁଲ । ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ପୂଜା ନାମକ ଜଣେ ଛାତ୍ରୀଙ୍କୁ ମାଲାୟଲମ ବକୃତା ଅନୁବାଦ କରିବାରେ ସାହାଯ୍ୟ କରୁଥିବା ଦେଖାଯାଇଥିଲା । ଏହାସହ ସେ ବକେରୀ ଉଚ୍ଚ ବିଦ୍ୟାଳୟର ନୂତନ ଗୃହର ମଧ୍ୟ ଉଦଘାଟନ କରିଥିଲେ ।

ABOUT THE AUTHOR

...view details