ଚଣ୍ତିଗଡ:ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା କୋରୋନା ପଜିଟିଭ । ମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା କୋରୋନା ସଂକ୍ରମିତ ଥିବା ନେଇ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସୂଚନା ଦେଇଛନ୍ତି । ଟ୍ବିଟ କରି ଏନେଇ ସୂଚନା ଦେଇଛନ୍ତି । ସେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଖୁବ ଶିଘ୍ର ସେ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେବା ପାଇଁ ମଧ୍ୟ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।
ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା କୋରୋନା ପଜିଟିଭ - ପଞ୍ଜାବର ସହଯୋଗ ଓ ଜେଲ ମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଦଓ୍ବା କୋରୋନା ପଜିଟିଭ
ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା କୋରୋନା ପଜିଟିଭ । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଟ୍ବିଟ୍ କରି ସୂଚନା ଦେଇଥିଲେ । ଅଧିକ ପଢନ୍ତୁ....

ପଞ୍ଜାବର ସହଯୋଗ ଓ ଜେଲ ମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଦଓ୍ବା କୋରୋନା ପଜିଟିଭ
ପଞ୍ଜାବ ସରକାରରେ ସୁଖଜିନ୍ଦର ସିଂ ରାନ୍ଧୱା ହେଉଛନ୍ତି ତୃତୀୟ ସଂକ୍ରମିତ । ଏହା ପୂର୍ବରୁକ୍ୟାବିନେଟ ମନ୍ତ୍ରୀ ତ୍ରିପାଠ ରାଜନ୍ଦର ସିଂ ବାଜୱା ଓ ଗୁରୁପ୍ରୀତ ସିଂ କଙ୍ଗର କୋରୋନାରେ ସଂକ୍ରମିତ ହୋଇଥିଲେ ।
@ ANI
TAGGED:
covid19