ଚେନ୍ନାଇ: କୋରୋନା ଲଢେଇରେ ସର୍ବାଗ୍ରେ ଅଛନ୍ତି ଡାକ୍ତର । ଦ୍ବିତୀୟ ଭଗବାନ ଭଳି କରିଚାଲିଛନ୍ତି ଅହରହ ସେବା । ନିଜ ଜୀବନକୁ ବାଜି ଲଗାଇ ପରିବାର ଠାରୁ ଦୂରରେ ରହି ରାତି ରାତି ଉଜାଗର ରହି କରୁଛନ୍ତି ସେବା ।
ଡାକ୍ତରଙ୍କ ପାଦ ଧରି ସାଧୁବାଦ ଜଣାଇଲେ କଂଗ୍ରେସ ନେତା - ଡାକ୍ତରଙ୍କ ପାଦ ଧରି ସାଧୁବାଦ ଜଣାଇଲେ କଂଗ୍ରେସ ନେତା
ଡାକ୍ତରଙ୍କ ପାଦ ଧରି ସାଧୁବାଦ ଜଣାଇଲେ କଂଗ୍ରେସ ନେତା । ପୁଡୁଚେରୀର କଂଗ୍ରେସ ଏମଏଲଏ ଟି ଡିଜୟମୂର୍ତ୍ତୀ କୋରୋନା ୱାର୍ଡରେ ନିୟୋଜିତ ଡାକ୍ତରଙ୍କୁ ସାଧୁବାଦ ଦେବା ନେଇ ତାଙ୍କ ପାଦ ଧରିଛନ୍ତି । ଅଧିକ ପଢନ୍ତୁ...
![ଡାକ୍ତରଙ୍କ ପାଦ ଧରି ସାଧୁବାଦ ଜଣାଇଲେ କଂଗ୍ରେସ ନେତା Puducherry T Djeamourthy Congress MLA from Ariyankupam](https://etvbharatimages.akamaized.net/etvbharat/prod-images/768-512-6910079-761-6910079-1587663304006.jpg)
ଡାକ୍ତରଙ୍କ ପାଦ ଧରି ସାଧୁବାଦ ଜଣାଇଲେ କଂଗ୍ରେସ ନେତା
ଡାକ୍ତରଙ୍କ ପାଦ ଧରି ସାଧୁବାଦ ଜଣାଇଲେ କଂଗ୍ରେସ ନେତା
ତେବେ ପୁଡୁଚେରୀର କଂଗ୍ରେସ ଏମଏଲଏ ଟି ଡିଜୟମୂର୍ତ୍ତୀ କୋରୋନା ୱାର୍ଡରେ ନିୟୋଜିତ ଡାକ୍ତରଙ୍କୁ ସାଧୁବାଦ ଦେବା ନେଇ ତାଙ୍କ ପାଦ ଧରିଛନ୍ତି । ସମାଜ ପାଇଁ ତାଙ୍କର ଅବଦାନ ଅତୁଳନୀୟ । କୌଣସି ପ୍ରକାର ଧନ୍ୟବାଦ ଦେଲେ ମଧ୍ୟ ଏଭଳି ସ୍ଥିତିରେ ଏହି ଲଢେଇରେ ସାମିଲ ଡାକ୍ତରଙ୍କ ପାଇଁ କମ ପଡିବ ବୋଲି ସେ କହିଛନ୍ତି ।
@ANI
TAGGED:
puduchery