ତାମିଲନାଡୁ: ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ଦୁଇ କ୍ୟାବିନେଟ୍ ମନ୍ତ୍ରୀ କୋରୋନା ପଜିଟିଭ୍ ଆସିଛନ୍ତି। ଏନେଇ ନିଜେ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ଟ୍ବିଟ କରି ସୂଚନା ଦେଇଛନ୍ତି।
ପୁଡୁଚେରୀ ସରକାରଙ୍କ ଦୁଇ କ୍ୟାବିନେଟ୍ ମନ୍ତ୍ରୀ କୋରୋନା ପଜିଟିଭ୍ - Puducherry Chief Ministers two csbinet minister
ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ଦୁଇ କ୍ୟାବିନେଟ୍ ମନ୍ତ୍ରୀ କୋରୋନା ପଜିଟିଭ୍ ଆସିଛନ୍ତି। ଏନେଇ ନିଜେ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ଟ୍ବିଟ କରି ସୂଚନା ଦେଇଛନ୍ତି।

ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ଦୁଇ କ୍ୟାବିନେଟ୍ ମନ୍ତ୍ରୀ କୋରୋନା ପଜିଟିଭ୍
ତେବେ ପଜିଟିଭ୍ ଆସିଥିବା ଦୁଇ ମନ୍ତ୍ରୀ ହେଲେ କାନ୍ଦାସାମି ଏବଂ କମଲକାନନ । ଏହି ଦୁଇ ମନ୍ତ୍ରୀଙ୍କ ପାଖରେ କୋଭିଡ 19ର ଲକ୍ଷଣ ଦେଖାଯିବା ପରେ ପରୀକ୍ଷା କରିଥିଲେ ଓ ପଜିଟିଭ୍ ବାହାରିଛନ୍ତି।
ପଜିଟିଭ୍ ଆସିଥିବା ଏହି ଦୁଇ ମନ୍ତ୍ରୀଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଯଥାଶୀଘ୍ର କୋଭିଡ୍ ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ନିବେଦନ କରିଛନ୍ତି।