ଓଡିଶା

odisha

ETV Bharat / bharat

ଆଧାର ମାଧ୍ୟମରେ ଦିଆଯିବ ଅତ୍ୟାବଶ୍ୟକ ସାମଗ୍ରୀ: ଭାରତୀୟ ଡାକ - ଲକଡାଉନ

ଦେଶରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ । ଏହି ପ୍ରରିପେକ୍ଷିରେ ଆଧାର ସକ୍ଷମ ପେମେଣ୍ଟ ସିଷ୍ଟମ ମାଧ୍ୟମରେ ପେନସନ ଏବଂ ସାମାଜିକ ସୁରକ୍ଷା ସୁବିଧା ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛି ଡାକ ବିଭାଗ । ଅଧିକ ପଢନ୍ତୁ...

Aadhar
ଆଧାର ମାଧ୍ୟମରେ ଦିଆଯିବ ଅତ୍ୟାବଶ୍ୟ ସାମଗ୍ରୀ

By

Published : Apr 18, 2020, 12:29 PM IST

ନୂଆଦିଲ୍ଲୀ: ଦେଶରେ ତିବ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ଭାଇରସ । ଯାହାକୁ ନେଇ ଚିନ୍ତାରେ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । କୋରୋନାର ମୁକାବିଲା ପାଇଁ ଦେଶରେ ଜାରି ରହିଛି ଲକଡାଉନ । ଏଭଳି ସ୍ଥିତିରେ ଅନେକ ସମସ୍ୟା ଉପୁଜୁଛୁ । ଯାହାକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ପକ୍ଷରୁ ଅନେକ ସହାୟତାର ହାତ ବଢୁଛି ।

ଆଧାର ମାଧ୍ୟମରେ ଦିଆଯିବ ଅତ୍ୟାବଶ୍ୟ ସାମଗ୍ରୀ

ଏହି ପ୍ରରିପେକ୍ଷିରେ ଔଷଧ ଏବଂ ଚିକିତ୍ସା ଉପକରଣ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ କରିବା ଏବଂ କୋରୋନା ଭାଇରସ ହେତୁ ଆଧାର ସକ୍ଷମ ପେମେଣ୍ଟ ସିଷ୍ଟମ ମାଧ୍ୟମରେ ପେନସନ ଏବଂ ସାମାଜିକ ସୁରକ୍ଷା ସୁବିଧା ଯୋଗାଇବା ପାଇଁ ଇଣ୍ଡିଆ ପୋଷ୍ଟ ବା ଭାରତୀୟ ଡାକ ବିଭାଗ ପଦକ୍ଷେପ ନେଇଛି ।

ସୂଚନାମୁତାବକ, ବର୍ତ୍ତମାନ ଦେଶରେ କୋରୋନା ପଜିଟିଭ ସଂଖ୍ୟା 14 ହଜାର 629କୁ ଛୁଇଁଛି । ଏଥିରେ ଅଦ୍ୟାବଧି 496 ଜଣଙ୍କର ମୃତ୍ୟୁ ହୋଇସାରିଥିବାବେଳେ, 2 ହଜାର 54 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ABOUT THE AUTHOR

...view details